ଅମୀରଙ୍କ ଅନୁରୋଧ ରକ୍ଷା କଲେ ଅକ୍ଷୟ: ଘୁଞ୍ଚାଇଲେ ନିଜ ଫିଲ୍ମ ରିଲିଜ ତାରିଖ !
ମୁମ୍ବାଇ: ଚଳିତ ବର୍ଷ ଡିସେମ୍ବର ୨୫ ବଡଦିନ ଅବସରରେ ବଲିଉଡର ଦୁଇ ସୁପରଷ୍ଟାର ଅମୀର ଖାଁ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ମଧ୍ୟରେ ମୁକାବିଲା ହେବାର ଥିଲା । ଏହି ଦୁଇଟି ଫିଲ୍ମ ହେଲା ଲାଲ ସିଂ ଚଢ଼ା ଓ ବଚ୍ଚନ ପାଣ୍ଡେ ।
ଅମୀର ଖାଁ ରିଲିଜ ତାରିଖ ଘୁଂଚାଇବା ନେଇ ଅକ୍ଷୟଙ୍କୁ ଅନୁରୋଧ କରିଥିଲେ ।…