Virat Kohli EX-Girlfriend: କାହିଁକି ପୁଣି ଚର୍ଚ୍ଚାରେ ବିରାଟଙ୍କ ପୂର୍ବତନ ପ୍ରେମିକା?
ନୂଆଦିଲ୍ଲୀ: ଖୁସିରେ ଜୀବନ ବିତାଉଛନ୍ତି ବିରାଟ-ଅନୁଷ୍କା
ଇଣ୍ଟରନେଟରେ ପୂର୍ବତନ ପ୍ରେମିକାଙ୍କ ଚର୍ଚ୍ଚା
ବଲିଉଡ ଏବଂ କ୍ରିକେଟର ଏକ ଅନନ୍ୟ ସଙ୍ଗମ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା। ପୁରା ବିଶ୍ଵର ଏବେ ସେମାନେ ପାୱାର କପଲ୍। ତାଙ୍କର ଗୋଟିଏ ଝଲକ ପୁରା ଇଣ୍ଟରନେଟରେ ହଇଚଇ ସୃଷ୍ଟି…