Women’s Asia Cup Gongshu 2025: ଭାରତୀୟ ଦଳ ସିଙ୍ଗାପୁରକୁ ୧୨-୦ ପରାସ୍ତ କରି ସୁପର -୪ରେ ମାରିଲା ଏଣ୍ଟ୍ରି
ନୂଆଦିଲ୍ଲୀ: ସିଙ୍ଗାପୁର ବିପକ୍ଷରେ ୧୨-୦ ଗୋଲରେ ବିଜୟ ହାସଲ କରି ଭାରତୀୟ ମହିଳା ହକି ଦଳ, ଚୀନରେ ଆୟୋଜିତ ମହିଳା ଏସିଆ କପ୍ ୨୦୨୫ (Women’s Asia Cup 2025)ର ସୁପର ୪ରେ ନିଜ ସ୍ଥାନ ପକ୍କା କରିଛି। ଏହି ମ୍ୟାଚ୍ରେ ଭାରତୀୟ ଦଳ ପାଇଁ କେବଳ ୨ ଜଣ ଖେଳାଳି ୬ଟି ଗୋଲ ଦେଇଛନ୍ତି । ଦଳର ଷ୍ଟାର…