ଯୁଦ୍ଧ ସତ୍ୱେ ଇରାନ ଖେଳିବ ଫିଫା ବିଶ୍ୱକପ
ପ୍ୟାରିସ: ଜୁନ ୧୧ରୁ ଫିଫା ବିଶ୍ୱକପ ଆରମ୍ଭ ହେବ । ଫୁଟବଲ ଏହି ମହାକୁମ୍ଭରେ ଇରାନ ଖେଳିବ କି ନାହିଁ ଦ୍ୱନ୍ଦ୍ୱ ଲାଗି ରହିଥିଲା । ମଧ୍ୟ ପ୍ରାଚ୍ୟରେ ଅଶାନ୍ତି ଏହାର ମୂଖ୍ୟ କାରଣ ଥିଲା । ଶୁକ୍ରବାର ଫିଫା ମୂଖ୍ୟ ଜିଆନି ଇନଫାଂଟିନୋ ଏହା ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଇରାନ ତାର ଗ୍ରୁପ…