କାଲିଠୁ ସାଧାରଣ ଲୋକଙ୍କ ପାଇଁ ଇଣ୍ଡିଆନ୍ ରୋଡ୍ସ କଂଗ୍ରେସ ପ୍ରଦର୍ଶନୀ
ଭୁବନେଶ୍ବର: କାଲିଠୁ ସାଧାରଣ ଲୋକ ବୁଲିପାରିବେ ଇଣ୍ଡିଆନ୍ ରୋଡ୍ସ କଂଗ୍ରେସ ପ୍ରଦର୍ଶନୀ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସୂଚନା ଅନୁଯାୟୀ, କାଲି ଦିନ ୨ଟାରୁ ୧୧ ତାରିଖ ପୂର୍ବାହ୍ନ ଯାଏଁ ସାଧାରଣ ଲୋକେ ଏହି ପ୍ରଦର୍ଶନୀ ଦେଖିପାରିବେ।
ତେବେ ଆଇଆରସି…