କଟକ ବିଜେଡିରେ ଫାଟ! ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ
କଟକ: କଟକ ବିଜୁ ଜନତା ଦଳ (ବିଜେଡି) ଭିତରେ ଫାଟ ସାମ୍ନାକୁ ଆସିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ଏହି କାର୍ଯ୍ୟକ୍ରମ ସାଧାରଣତଃ ତାଙ୍କ ନେତୃତ୍ୱରେ ହୋଇଥାଏ।
ଶୁକ୍ରବାର ବକ୍ସିବଜାର ଛକରେ ଆୟୋଜିତ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ…