ଜାମ୍ମୁ-କାଶ୍ମୀର, ଲଦାଖ ଆଡକୁ ମୋଟେ ଦେଖ ନାହିଁ, ଚୀନ ନିକଟକୁ ଯାଇଥିବା ସମୟରେ ପାକିସ୍ତାନକୁ ଭାରତର କଡା ଚେତାବନୀ
ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ତିନି ଦିନିଆ ଚୀନ ଗସ୍ତରେ ଅଛନ୍ତି ଏବଂ ଚୀନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଛନ୍ତି । ବୈଠକ ପରେ, ଦୁଇ ନେତା ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି, ଯେଉଁଥିରେ ଭାରତର ଜାମ୍ମୁ କାଶ୍ମୀର ଏବଂ ଲଦାଖ ଉଲ୍ଲେଖ କରାଯାଇଛି । ଏହା ପୁଣି…