America Plane Crash: ଆମେରିକାରେ ଭୟଙ୍କର ପ୍ଲେନ୍ କ୍ରାସ, ଦୁର୍ଘଟଣାରେ ୩ ମୃତ ଓ ୧୦ରୁ ଅଧିକ ଆହତ
ୱାଶିଂଟନ: ଆମେରିକାର ଲୁଇସଭିଲରେ କ୍ରାସ ହେଲା UPS ମାଲବାହୀ ବିମାନ। ଦୁର୍ଘଟଣାରେ ୩ ମୃତ ଓ ୧୦ରୁ ଅଧିକ ଆହତ। ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ଲେନ୍ କ୍ରାସ ହୋଇଥିବା ସୂଚନା ମିଳିଛି। ଉଡ଼ାଣ ଭରିବାର କିଛି ସମୟ ପରେ ବିମାନ ଦୁର୍ଘଟଣା ହୋଇଛି। ପ୍ଲେନରେ ଥିଲା ପ୍ରାୟ ୨ ଲକ୍ଷ ୮୦…