Latest Odisha News

BREAKING NEWS

ଏହି ୩ ଦେଶ ଯିବାକୁ ବାରଣ…

ନୂଆଦିଲ୍ଲୀ: ଆଫ୍ରିକାରେ ଆତଙ୍କ ସୃଷ୍ଟି କରିଛି ମାରାତ୍ମକ ଇବୋଲା ଭାଇରସ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ (DR Congo), ୟୁଗାଣ୍ଡା (Uganda) ଏବଂ ଦକ୍ଷିଣ ସୁଦାନ (South Sudan) କୁ ଅନାବଶ୍ୟକ ଯାତ୍ରା ନକରିବା ପାଇଁ ଚେତାବନୀ ଦେଇଛନ୍ତି |…

ଦେବାଶିଷଙ୍କ ଇସ୍ତଫା ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା; ‘ସେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ପଦ…

ଭୁବନେଶ୍ୱର: ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି। ଦେବାଶିଷ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିବା ବେଳେ, ତାଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ବିଜେପିରେ ସେ ଯୋଗ…

ରାଜ୍ୟସଭା ସାଂସଦ ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ବିଜେପିରେ ଯୋଗଦାନ ନେଇ ଚର୍ଚ୍ଚା ବଢ଼ିଲା

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ପ୍ରଦାନ କରିଛନ୍ତି। ଏହି ଇସ୍ତଫା ପରେ ଦେବାଶିଷ ସାମନ୍ତରାୟଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ତୀବ୍ର…

‘ନକଲି ପନିର’ ଚିହ୍ନିବେ କେମିତି ?

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉରୁ ଜଣାପଡ଼ିଛି ଯେ, ପନିରକୁ ନକଲି ଉପାୟରେ ତିଆରି କରିବା ପାଇଁ ଏଥିରେ ମାରାତ୍ମକ କେମିକାଲ, ସିନ୍ଥେଟିକ୍ ପଦାର୍ଥ, ଡିଟରଜେଣ୍ଟ ଏବଂ ଷ୍ଟାର୍ଚ ଭଳି ଜିନିଷ ମିଶାଯାଉଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଏହି କେମିକାଲ ଯୁକ୍ତ…

Debashish Samantaray Resigns: କାହିଁକି ନବୀନଙ୍କ ହାତ ଛାଡିଦେଲେ ଦେବାଶିଷ?

ଭୁବନେଶ୍ବର: ନବୀନଙ୍କ ହାତ ଛାଡିଦେଲେ ଦେବାଶିଷ ବିଜେଡିରୁ ଇସ୍ତଫା ଦେଲେ ଏବେ ଧରିବେ କି ପଦ୍ମ? ଶଙ୍ଖ ଶିବିରକୁ ଆଉ ଏକ ବଡ ଝଟକା । ଦଳର ପୁରୁଖା ନେତା ବିଜେଡିକୁ ବାଏ ବାଏ କହିଛନ୍ତି। ବିଜେଡି ଛାଡିବା ସହିତ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ ।…

ତତ୍କାଳ ଟିକେଟ୍ ବୁକିଂରେ ନୂଆ ବ୍ୟବସ୍ଥା, ଲାଗୁ ହେଲା ଟୋକନ ସିଷ୍ଟମ୍!

ନୂଆଦିଲ୍ଲୀ: ତତ୍କାଳ ଟିକେଟ୍ ବୁକିଂ ସମୟରେ ଭିଡ଼ କମାଇବା ଓ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ କରିବା ପାଇଁ ରେଳବାଇ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି। ପଶ୍ଚିମ ମଧ୍ୟ ରେଳବାଇର କୋଟା ଡିଭିଜନ ଅଧୀନରେ ଥିବା ସମସ୍ତ ଷ୍ଟେସନରେ ଏବେ ତତ୍କାଳ ବୁକିଂ ପାଇଁ ଟୋକନ ସିଷ୍ଟମ୍ ଲାଗୁ କରାଯାଇଛି। ଏହାର…

ସାଂସଦ ପଦ ଛାଡିପାରନ୍ତି ମମତା ବାନାର୍ଜୀଙ୍କ ଘନିଷ୍ଠ ନେତ୍ରୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ରାଜନୈତିକ ସଙ୍କଟ ଏବେ ଘନୀଭୂତ ଦେଖାଦେଇଛି। ଏବେ ଚର୍ଚ୍ଚା ହେଉଛି ଯେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ତଥା ବରିଷ୍ଠ ସାଂସଦ କୋକଲି ଘୋଷ ନିଜ ପଦରୁ ଇସ୍ତଫା…

ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ହିପ୍ ରିପ୍ଲେସମେଣ୍ଟ, କରୋନା ପରବର୍ତ୍ତୀ ସମସ୍ୟା ଓ ବିଳମ୍ବିତ ଚିହ୍ନଟ ବଡ଼ କାରଣ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି। ଦେଶରେ ଯୁବ ଏବଂ ମଧ୍ୟବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ହିପ୍ ଆର୍ଥ୍ରାଇଟିସ୍ ଏବଂ ଆଭାସ୍କୁଲାର୍ ନେକ୍ରୋସିସ୍ ଭଳି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ସଦ୍ୟ ରିପୋର୍ଟ ଅନୁଯାୟୀ…

ରାଜ୍ୟରେ ଏକାସାଙ୍ଗରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ ଆଲର୍ଟ: ୨୬ ଯାଏଁ ତାତିରୁ ନିସ୍ତାର ନାହିଁ, ୨୫ ଜିଲ୍ଲାକୁ ବର୍ଷା…

ଭୁବନେଶ୍ୱର: ବର୍ତ୍ତମାନ ପୂରା ରାଜ୍ୟ ଅସହ୍ୟ ଗରମ ଏବଂ ଗୁଳୁଗୁଳିରେ ସନ୍ତୁଳି ହେଉଛି। ଆସନ୍ତା ମେ ୨୬ ତାରିଖ ପର୍ଯ୍ୟନ୍ତ ଏହି ଭୟଙ୍କର ତାତିରୁ ନିସ୍ତାର ମିଳିବାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଟିଏ ପଟେ ପଶ୍ଚିମ ଓଡ଼ିଶାରେ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କ୍ୟାବିନେଟ୍ ସଂପ୍ରସାରଣ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ରାଜନୈତିକ ମହଲରେ କ୍ୟାବିନେଟ୍ ସଂପ୍ରସାରଣ ଚର୍ଚ୍ଚା ପୁଣି ଜୋର ଧରିଛି। ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ କି, କିଛି ନୂଆ ବିଧାୟକଙ୍କୁ ସୁଯୋଗ ମିଳିବ କି, ଏହାକୁ ନେଇ ଦଳ ଭିତରେ…