ଟ୍ରମ୍ପଙ୍କ ଦାବି; ପାକିସ୍ତାନ କରୁଛି ପରମାଣୁ ଅସ୍ତ୍ର ପରୀକ୍ଷଣ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ସକ୍ରିୟ ଭାବରେ ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେଉଛି। ଯେତେବେଳେ କି ରୁଷ, ଚୀନ୍, ଉତ୍ତର…