ମୁଖ୍ୟମନ୍ତ୍ରୀଙ୍କର ହେଉ ଆଲକୋହଲ୍ ଟେଷ୍ଟ, ଦାବି କଲେ ବିରୋଧୀ
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଦ୍ୟପାନ କରି ବିଧାନସଭା ଆସିଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ଆଲକୋହଲ୍ ଟେଷ୍ଟ ହେଉ ବୋଲି ଦାବି କରିଛନ୍ତି। ଯାହାକୁ ନେଇ ସ୍ୱତନ୍ତ୍ର ଶ୍ରମିକ ଦିବସ…