ରଣଜୀ ଟ୍ରଫି: ଓଡିଶାର ପୂନର୍ବାର ବ୍ୟାଟିଂ ବିପର୍ଯ୍ୟୟ
କଟକ: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଆନ୍ଧ୍ରର ପ୍ରଥମ ଇନିଂସ ସ୍କୋର ୪୭୫ ରନ ଜବାବରେ ଓଡିଶା ୪ ୱିକେଟ ହରାଇ ୮୦ ରନ କରିଛି । ସନ୍ଦୀପ ପଟ୍ଟନାୟକ ୨୪ ଓ ଗୋବିନ୍ଦ…