Ration KYC Deadline End: ସରିବାକୁ ଯାଉଛି ଡେଡ୍ଲାଇନ୍: ଇ-କେୱାଇସି କରିନଥିଲେ ମିଳିବନି ଚାଉଳ
ଭୁବନେଶ୍ୱର: ସରିବାକୁ ଯାଉଛି ଡେଡ୍ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି…