Odisha’s First ‘Bee Corridor’: ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ‘ମହୁମାଛି କରିଡର’ ପ୍ରକଳ୍ପ;ଜୁନରୁ ଲାଗିବ ୨୦ ହଜାର…
ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ‘ମହୁମାଛି କରିଡର’ ପ୍ରକଳ୍ପ । NHAI ଜୁନ୍ରୁ ଏହି ପ୍ରକଳ୍ପର ଶୁଭାରମ୍ଭ କରିବ। ସମ୍ବଲପୁର, ବ୍ରହ୍ମପୁର ଓ ଢେଙ୍କାନାଳରେ ଏଥିପାଇଁ ୩୦ କିମି ଚିହ୍ନଟ ହୋଇଛି। ଏହା ଅଧୀନରେ ନିମ୍ବ, କରଞ୍ଜ, ଅର୍ଜୁନ, କଦମ୍ବ, ଜାମୁ, ତେନ୍ତୁଳି ଏବଂ କାଞ୍ଚନ ଭଳି…