Latest Odisha News

BREAKING NEWS

Ganza Seized: ଦୁଇଟି ପୃଥକ ସ୍ଥାନରୁ ଚାଲାଣବେଳେ ବିପୁଣ ପରିମାଣର ଗଞ୍ଜେଇ ଜବତ

ସୁନ୍ଦରଗଡ଼/ମୟୂରଭଞ୍ଜ: ରାଉରକେଲା ରେଲ ଷ୍ଟେସନ୍ ପରିସରରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ବଡ ବଡ ଅଖା ଜବତ କରିଛି ଜିଆରପି ଟିମ୍ । ଯାହାର ଆନୁମାନିକ ମୂଲ୍ୟ, ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଏହି ଦୁଇଟି ଅଖା ଆଜି ସକାଳେ ପାର୍ସଲ୍ ଅଫିସ୍‌ ରେ ଦିଲ୍ଲୀ ପଠାଇବା ପାଇଁ ବୁକ୍ କରାଯାଇଥିଲା ବୋଲି ସୂଚନା…

ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ କି ରୋହିତ, ତାଙ୍କ ବନ୍ଧୁ ହେଲେ କେକେଆର କୋଚ

ମୁମ୍ବାଇ: ଆଇପିଏଲ ୨୦୨୬ ଠିକ ପୂର୍ବରୁ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ନେଇ ଚର୍ଚ୍ଚା ପୂନର୍ବାର ଜୋର ଧରିଛି । ନିକଟରେ କୋଲକାତା ନାଇଟ ରାଇଡର୍ସ ରୋହିତଙ୍କ ବନ୍ଧୁ ଅଭିଷେକ ନାୟାରଙ୍କୁ ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ରୋହିତ ଓ ନାୟାରଙ୍କ ଭଲ ସମ୍ପର୍କ ରହିଥିବାରୁ ହିଟମ୍ୟାନ…

Kidney Disease: ରାଜ୍ୟରେ କିଡିନୀ ରୋଗର ପ୍ରତିରୋଧ-ନିୟନ୍ତ୍ରଣ ଏବଂ ଆଗାମୀ ପଦକ୍ଷେପକୁ ନେଇ ଟେକନିକାଲ କମିଟି ବୈଠକ

ଭୁବନେଶ୍ଵର: ଆଜି ମିଳିତ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟରେ ଓଡ଼ିଶାରେ କ୍ରନିକ କିଡିନୀ ରୋଗ (Chronic Kidney Disease - CKD) ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ବନ୍ଧୀୟ ସ୍ଥିତି ବିଶ୍ଳେଷଣ ଏବଂ ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ତଥା…

Nuapada By-Election: ‘ନୂଆପଡା ଉପନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ’

ନୂଆପଡା: ନୂଆପଡା ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ଉପସଭାପତି ତଥା ବିଧାୟକ ଡ଼. ଅରୁଣ ସାହୁ । ଗତ ୨୫ ବର୍ଷରେ ହୋଇଥିବା ଉପନିର୍ବାଚନ ଗୁଡିକରେ ୯୦ ପ୍ରତିଶତ ସଫଳତା ପାଇବାରେ ବିଜୁ ଜନତା ଦଳର ରେକର୍ଡ ରହିଛି । ନୂଆପଡା…

ମନୁଷ୍ୟକୁ ଅନ୍ଧାରରେ ରଖୁଛି ଏଆଇ

ନୂଆଦିଲ୍ଲୀ: ଏବେ ଆର୍ଟିଫିସିଆଲ ଇଂଟେଲଜେନ୍ସିର ଯୁଗ । ଆତ୍ମ ପ୍ରଶଂସାରେ ବିଭୋର ମନୁଷ୍ୟ ଏଆଇ କବଳରେ ପଡିବା ଆରମ୍ଭ କରିଛି । ଆଉ ଏଆଇ ମଧ୍ୟ ଏହାର ଫାଇଦା ଉଠାଉଛି । ଏକ ରିପୋର୍ଟ ଅନୁସାରେ ଏଆଇ ପରୋକ୍ଷରେ ମନୁଷ୍ୟକୁ ମିଛ ପ୍ରଶଂସା କରି ବାନ୍ଧି ରଖୁଛି । ଏପରିକି ୟୁଜର୍ସ କୌଣସି ଭୁଲ କରୁଥିଲେ…

Campus Drug free: କଲେଜ କ୍ୟାମ୍ପସକୁ କରାଯିବ ନିଶାମୁକ୍ତ; ନିଯୁକ୍ତ ହେବେ ଆଣ୍ଟି ଡ୍ରଗ୍ ଇନ୍ସପେକ୍ଟର

ଭୁବନେଶ୍ବର: ପ୍ରତି କ୍ୟାମ୍ପସ୍‌ରେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର ନିଯୁକ୍ତ ହେବେ। କଲେଜ ଏବଂ ବିଶ୍ବ ବିଦ୍ୟାଳୟର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ମଧ୍ୟ ଏନେଇ ଦାୟିତ୍ବ ଦିଆଯିବ। କ୍ୟାମ୍ପସ୍‌କୁ ନିଶାମୁକ୍ତ କରିବାକୁ ସରକାରଙ୍କ ପ୍ରୟାସ ଆରମ୍ଭ କରିବେ । ଏନେଇ ୟୁଜିସି ପକ୍ଷରୁ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡ଼ା ଟକ୍କର

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲ୍ଲାରେ ଗାଁ ଠୁ ସହର ଚଲଚଞ୍ଚଳ ହୋଇଛି । ଦିନ ରାତି ଏକ କରି ତିନି ପ୍ରମୁଖ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । କଂଗ୍ରେସ ପାଞ୍ଚ ନ୍ୟାୟର ନାରା ଦେଇ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡି ନବୀନ ସରକାରଙ୍କ ବିକାଶ କଥା କହି ପ୍ରଚାର କରୁଛି । ସେହିପରି…

Gold Mine: ଭାରତରେ ମିଳିଲା ବଡ଼ ସୁନାଖଣି

ଜୟପୁର: ଭାରତକୁ କୁହାଯାଏ ସୁନାର ଦେଶ । କାହିଁକି ନା ଆମ ଦେଶର ମାଟିତଳେ ଅନେକ ସମ୍ପତ୍ତି ରହିଛି । ସେଥିପାଇଁ ଭାରତକୁ ମୋଗଲ ଓ ଇଂରେଜମାନେ ବାରମ୍ବାର ଆକ୍ରମଣ କରି ସୁନା ଗହଣା ଲୁଟ କରି ନେଉଥିଲେ । ବର୍ତ୍ତମାନ ସମୟରେ ବି ଭାରତରେ ବହୁତ ମାତ୍ରାରେ ଭୂ ସମ୍ପତ୍ତି ରହିଛି । ଏବେ ଭାରତରେ ବଡ…

କ’ଣ ଏହି Rare Earth Elements, କିପରି ନିୟନ୍ତ୍ରଣ କରୁଛି ଚୀନ…ଭାରତ ପାଖରେ ଅଛିକି…

ନୂଆଦିଲ୍ଲୀ: ବୁସାନରେ ଅନୁଷ୍ଠିତ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ପ୍ରାୟ ଦୁଇ ଘଣ୍ଟାର ଧରି ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବିରଳ ପୃଥିବୀ ଯୋଗାଣ ଉପରେ ଏକ ବର୍ଷ ପାଇଁ ଏକ ଚୁକ୍ତି ସ୍ୱାକ୍ଷର…

Air pollution: ବିଷ ପାଲଟିଛି ରାଜଧାନୀ ବାୟୁ, ଅନେକ ସ୍ଥାନରେ ଏକ୍ୟୁଆଇ ୪୦୦ ପାର୍

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଡରାଇଲାଣି ବାୟୁ ପ୍ରଦୂଷଣ। ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ। ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ଗତ କିଛି ଦିନ ଧରି ଅଧିକାଂଶ ଅଞ୍ଚଳ ରେଡ୍ ଜୋନରେ ରହିଛି। ପ୍ରଦୂଷଣ ସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଏହା ସ୍ପଷ୍ଟ ଭାବରେ…