Latest Odisha News

BREAKING NEWS

ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ; ଶୁଭଙ୍କର ମିଶ୍ରଙ୍କ ବିରୋଧରେ ଏତଲା

ଭୁବନେଶ୍ବର: କୋଟି ଓଡ଼ିଆଙ୍କ ମଉଡ଼ମଣୀ ଓ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଆଉ ସେହି ମହାବାହୁଙ୍କ ଶ୍ରୀମନ୍ଦିରକୁ ନେଇ ସୋସିଆଲ୍ ମିଡିଆରେ ଭୁଲ୍ ତଥ୍ୟ ଉପସ୍ଥାପନ କରି ବିବାଦକୁ ଆସିଛନ୍ତି ସାମ୍ବାଦିକରୁ ୟୁଟ୍ୟୁବର ପାଲଟିଥିବା ଶୁଭଙ୍କର ମିଶ୍ର। ସିଂହଦ୍ବାର ଥାନାରେ ଏତାଲା…

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ କୋହଲି, ରୋହିତଙ୍କ ବିଶ୍ୱରେକର୍ଡ

ରାଂଚୀ: ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ୱରେକର୍ଡ କରିଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି କୋହଲିଙ୍କ ୧୩୫ ରନ ସହାୟତାରେ ୮ ୱିକେଟ ବିନିମୟରେ ୩୪୯ ରନ କରିଥିଲା । ରୋହିତ ୫୭ ଓ…

ଅଭିଷେକଙ୍କ ବିସ୍ଫୋରକ ଇନିଂସ,ଭାଙ୍ଗିଲା ଅନେକ ରେକର୍ଡ

ହାଇଦ୍ରାବାଦ: ସୟେଦ ମୁସ୍ତାକ ଅଲି ଟ୍ରଫିରେ ପଞ୍ଜାବର ଅଭିଷେକ ଶର୍ମା ବେଙ୍ଗଲ ବିପକ୍ଷରେ ବିସ୍ଫୋରକ ଶତକ ମାରିଛି । ଏହି ଇନିଂସ ଅବସରରେ ସେ ଅନେକ ରେକର୍ଡ ଧ୍ୱସ୍ତ କରିଛନ୍ତି । ଅଭିଷେକ ୫୨ ବଲରେ ୮ ଚୌକା ଓ ୧୬ ଛକା ସହାୟତାରେ ୧୪୮ ରନର ଇନିଂସ ଖେଳିଥିଲେ । ୧୨ ବଲରେ ୫ ଚୌକା ଓ ୫ଛକା…

Delhi Police: ୩ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ; ISI ସହ ରହିଛି ଲିଙ୍କ୍

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହିତ ଜଡିତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟି ସହିତ ଜଡିତ, ଯିଏ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ନିର୍ଦ୍ଦେଶରେ କିଏ କାମ କରୁଥିଲା।…

CM Son Married At Mass Ceremony: ବାପା ରାଜ୍ୟର ମୁଖ୍ୟମନ୍ତ୍ରୀ, ପୁଅ ସାମୁହିକ ବିବାହରେ ନେଲେ ସାତଫେରା…

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପୁଅ ଡକ୍ଟର ଅଭିମନ୍ୟୁ ଯାଦବ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠୁ ବିଶେଷ କଥା ହେଉଛି ମୁଖ୍ୟମନ୍ତ୍ରୀ ମୋହନଙ୍କ ସାନ ପୁଅ ଏକ ସାମୁହିକ ବିବାହ ଉତ୍ସବରେ ନିଜର…

Oil Board: ଅଙ୍ଗନବାଡି ଓ ସିସିଆଇରେ ଲାଗିବ ତୈଳ ବୋର୍ଡ…

ଭୁବନେଶ୍ୱର: ଅତ୍ୟଧିକ ତେଲରେ ରନ୍ଧା ଖାଦ୍ୟ ଖାଇବା ତଥା ସ୍ୱାସ୍ଥ୍ୟ ପ୍ରତି ବିପଦ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ପାଇଁ ଅଙ୍ଗନୱାଡି କେନ୍ଦ୍ର (AWC) ଏବଂ ଶିଶୁ-ଯତ୍ନ ପ୍ରତିଷ୍ଠାନ (ସିସିଆଇ) ରେ 'ତୈଳ ବୋର୍ଡ' ଲଗାଇବାକୁ ଓଡ଼ିଶା ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…

Siliguri Corridor: ବାଂଲାଦେଶ ରାଜନୈତିକ ଅସ୍ଥିରତା ମଧ୍ୟରେ ସିଲିଗୁଡି କରିଡରକୁ ସୁଦୃଢ଼ କଲା ଭାରତ…

ନୂଆଦିଲ୍ଲୀ: ଭାରତ ସିଲିଗୁଡି କରିଡରକୁ ଆହୁରି ସୁଦୃଢ କରିଛି । ଏକ ନିର୍ଣ୍ଣାୟକ ସାମରିକ ଗଠନ ସହିତ ଏହାର ପୂର୍ବ ସୀମାକୁ ପରିବର୍ତ୍ତନ କରୁଛି । ଯାହା ଦେଶର ସାତଟି ଉତ୍ତର-ପୂର୍ବ ରାଜ୍ୟକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ସଂକୀର୍ଣ୍ଣ ୨୨ କିଲୋମିଟର ଷ୍ଟ୍ରିପ୍। ଏହି ଗୁରୁତ୍ୱପୂର୍ଣ୍ଣ…

Three Tier Transport: ଭାରତର ଏମିତି ଏକ ରେଳ ଷ୍ଟେସନ୍, ୧୬ ମହଲା…ଗୋଟିଏ ଜାଗାରେ ଆପଣଙ୍କୁ ମିଳିବ ବସ୍, ଟ୍ରେନ୍…

ନୂଆଦିଲ୍ଲୀ: ଭାରତୀୟ ରେଳ ନେଟୱାର୍କ ଏବଂ ଏହାର ଭିତ୍ତିଭୂମି ବିଶ୍ୱବ୍ୟାପୀ ପ୍ରସିଦ୍ଧି ହାସଲ କରିଛି। ଭାରତ ପରିଦର୍ଶନ କରୁଥିବା ପ୍ରାୟ ପ୍ରତ୍ୟେକ ପର୍ଯ୍ୟଟକ କିମ୍ବା ଭ୍ଲଗର ଟ୍ରେନ ଯାତ୍ରା କରନ୍ତି। ବିଦେଶୀମାନେ ଭାରତୀୟ ରେଳ ଯାତ୍ରାକୁ ଏକ ଆରାମଦାୟକ, ସୁଗମ ଏବଂ ଆରାମଦାୟକ ଅଭିଜ୍ଞତା ବୋଲି…

M.S Umesh passes away ୮୦ ବର୍ଷ ବୟସରେ କନ୍ନଡ଼ ଅଭିନେତା ଉମେଶଙ୍କ ପରଲୋକ…

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଛି। ସେ ୮୯ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏବେ ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଘଟିଛି । ଦକ୍ଷିଣ ଭାରତୀୟ ସିନେମାରୁ ଏକ…

ମାଗଣା ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ଡାକ୍ତରଖାନା ଯିବାକୁ ଆଉ ହନ୍ତସନ୍ତ ହେବେନି ରୋଗୀ । ରାଜ୍ୟରେ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆବର୍ଷ ପୂର୍ବରୁ ଗଡିବା ନେଇ ଯୋଜନା ରହିଥିବାବେଳେ, ଗାଡ଼ି ଆସି ସାରିଛି । ଏବେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି । ନିର୍ଦ୍ଦେଶନାମା ଅନୁସାରେ ୫ ବର୍ଷ ପୂରଣ…