Dead body recovered: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା; ମିଳିଲା ପରିଚୟ, ପରିବାର କହିଲା ସେ…
ବଲାଙ୍ଗିର:ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ଘଟଣା । କାଲି ଦେଓଗାଁ ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମିଲିଥିଲା ମୃତଦେହ । ଉକ୍ତ ମହିଳାଙ୍କ ପରିଚୟ ମିଳିଲା । ମୃତକ ପାଟଣାଗଡ଼ ଅଞ୍ଚଳର ।
ବୁଧବାର ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର କୁମୁନସି ଜଙ୍ଗଲରେ ଜଣେ ମହିଳାଙ୍କ…