Imran Khan : ଇମ୍ରାନଙ୍କ ଭଉଣୀ ଦେଲେ ଧମକ,’ମୋ ଭାଇର କିଛି ହେଲେ ପାକିସ୍ତାନ ନିଆଁରେ ଜଳିଯିବ’…
ନୂଆଦିଲ୍ଲୀ : ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତାଙ୍କ ହତ୍ୟା ଗୁଜବ ସମସ୍ତଙ୍କୁ ଦୋହଲାଇ ଦେଇଥିଲା, ଯାହା ଫଳରେ ଶାହବାଜ ସରିଫଙ୍କ ସରକାର ସ୍ପଷ୍ଟୀକରଣ ଦେଇଥିଲେ ଯେ ସେ ସୁସ୍ଥ ଅଛନ୍ତି। ତଥାପି, ସରକାରଙ୍କ ସ୍ପଷ୍ଟୀକରଣ ପରେ ମଧ୍ୟ ଅନେକ କଳ୍ପନାଜଳ୍ପନା ଜାରି ରହିଛି।…