Latest Odisha News

BREAKING NEWS

Cuttack railway station: ପ୍ଲାଟଫର୍ମ ଛାତ ଭୁଶୁଡିବା ଘଟଣା; ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ…

ଭୁବନେଶ୍ୱର: କଟକ ରେଲୱେ ଷ୍ଟେସନର ପ୍ଲାଟଫର୍ମ-୧ରେ ଥିବା ଛାତ ଭୁଶୁଡିପଡିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ରେଲୱେ ବିଭାଗ ଓ ଠିକା ସଂସ୍ଥାର ଦାୟିତ୍ଵହୀନତା ଓ ସୁରକ୍ଷା ପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି । କଟକ ଭଳି ବ୍ୟସ୍ତବହୁଳ ରେଲୱେ ଷ୍ଟେସନର ମରାମତି…

ଅସୁରକ୍ଷିତ ଆମେରିକା? ସ୍କୁଲ ଭିତରେ ଗର୍ଜିଲା ବନ୍ଧୁକ, ୩ ଜଣଙ୍କ ମୃତ୍ୟୁ ୨୦ ଆହତ

ଓ୍ୱାଶିଂଟନ: ଅସୁରକ୍ଷିତ ଆମେରିକା? ଦିନ ଦ୍ୱିପ୍ରହରରେ ଫୁଟି ଚାଲିଛି ଗୁଳି। ମିନେସୋଟାର ମିନିଆପୋଲିସ୍‌ରେ ଏକ କ୍ୟାଥୋଲିକ ସ୍କୁଲରେ ଭୟଙ୍କର ଗୁଳିମାଡ଼ ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଘଟଣାଟି ସ୍ଥାନୀୟ ସମୟ ସକାଳେ ଘଟିଥିବା ଜଣାପଡ଼ିଛି।…

ଏବେ ଏଣ୍ଡ୍ରଏଡ୍ ଓ iPhone ମଧ୍ୟରେ ଆରାମରେ ହେବ ଫାଇଲ ଟ୍ରାନ୍ସପର, ଜାଣନ୍ତୁ ଟ୍ରିକ୍

ନୂଆଦିଲ୍ଲୀ: ଗୁଗୁଲର ଲୋକପ୍ରିୟ ଫାଇଲ୍ ଶେୟାରିଂ ଟୁଲ୍ ‘କ୍ୱିକ୍ ଶେୟାର’ ଶୀଘ୍ର iPhone ଏବଂ Mac ଡିଭାଇସ୍‌ରେ ମଧ୍ୟ କାମ କରିପାରେ। ଏଯାଏ ଏହା କେବଳ ଏଣ୍ଡ୍ରଏଡ୍ ଫୋନ୍, କ୍ରୋମବୁକ୍ ଏବଂ ଉଇଣ୍ଡୋଜ୍ ପିସିରେ ଉପଲବ୍ଧ ଥିଲା, କିନ୍ତୁ ଏବେ ଗୂଗଲ୍ iOS ଏବଂ macOS ପାଇଁ ଏହାକୁ ଆଣିବାର ଯୋଜନା…

ନୟାଗଡ଼ ଜିଲ୍ଲା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ନୟାଗଡ଼: ଜିଲ୍ଲା ବିକାଶ ସମ୍ମିଳନୀ (ଟ୍ରଷ୍ଟ) ପକ୍ଷରୁ,  ନୟାଗଡ ଜିଲ୍ଲାର ବହୁମୁଖୀ ବିକାଶ ଉଦ୍ଦେଶ୍ୟରେ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନାକରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସମ୍ମିଳନୀର ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନୟାଗଡ଼…

ସାବଧାନ ହୋଇଯାନ୍ତୁ ଏହି ତିନି ରାଶି, ଆଗକୁ ବଡ଼ ବିପଦ !

ବୈଦିକ ଜ୍ୟୋତିଷରେ ଗ୍ରହମାନଙ୍କର ସ୍ଥିତି ଆମ ଜୀବନକୁ ପ୍ରଭାବିତ କରିଥାଏ, କିନ୍ତୁ ପ୍ରତ୍ୟେକ ପରିସ୍ଥିତି ଏକ ନୂଆ ସୁଯୋଗ ମଧ୍ୟ ଆଣିଥାଏ। ବର୍ତ୍ତମାନ ନ୍ୟାୟ ଏବଂ କର୍ମର ଗ୍ରହ ଶନି ମୀନ ରାଶିରେ ଅବସ୍ଥିତ ଥିବାବେଳେ ଗ୍ରହମାନଙ୍କର ସେନାପତି ମଙ୍ଗଳ କନ୍ୟା ରାଶିରେ ରହିଛନ୍ତି, ଯାହା ଦ୍ୱାରା…

HDFCରେ ଆକାଉଣ୍ଟ ଥିଲେ ନିଶ୍ଚିତ ପଢ଼ନ୍ତୁ ଏହି ଖବର, ଆଗକୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଉଚ୍ଚ ନେଟ୍‌ୱର୍ଥ ବ୍ୟକ୍ତି ଏବଂ HDFC ବ୍ୟାଙ୍କର ଗ୍ରାହକ, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ। ବ୍ୟାଙ୍କ ଏହାର ପ୍ରିମିୟମ୍ ସେବା ଇମ୍ପେରିଆର ନିୟମରେ ଏକ ନୂଆ ବିକଳ୍ପ ଯୋଡିଛି, ଯାହା ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ। ଏହି ପରିବର୍ତ୍ତନ ୧ ଅକ୍ଟୋବର…

ଭାରତ-ଆମେରିକା ଭିତରେ ଆହୁରି ବଢ଼ିଲା ବିବାଦ, ରାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତ-ଆମେରିକା ସମ୍ପର୍କରେ ଆହୁରି ତିକ୍ତତା ବଢ଼ିଛି । ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ ପରେ ଭାରତ ଆହୁରି କଠର ହୋଇଛି । ଆଉ ଏହି କଥା ଆମେ ଏଥିପାଇଁ କହୁଛୁ, ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି କମ୍ ଚାରି ଥର ଫୋନ୍‌…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ୪ ବର୍ଷ ପରେ ପ୍ରି କ୍ୱାର୍ଟରରେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ୨ ଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଭଲ ଫର୍ମକୁ ଫେରିଛନ୍ତି । ଚଳିତ ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରି ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି । କ୍ରମାଗତ ଖରାପ ପ୍ରଦର୍ଶନ ପରେ ଭାରତର ଏହି ଷ୍ଟାର ଅଭିଜ୍ଞ ଏବେ ଦକ୍ଷତା ମୁତାବକ…

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର: ବରଫ ସହଜରେ ତରଳିବନି

ନୂଆଦିଲ୍ଲୀ: ବରଫର ପ୍ରକୃତି ତରଳିବା । ଏଥିପାଇଁ ସର୍ବଦା ଏହାକୁ ଶୂନ ଡିଗ୍ରୀ ତଳେ ରଖାଯାଇଥାଏ । ଏବେ ବୈଜ୍ଞାନିକମାନେ ଏ ଭଳି ଏକ ବରଫ ପ୍ରସ୍ତୁତ କରିଛନ୍ତି ଯାହା କି ସହଜରେ ତରଳିବ ନାହିଁ । କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ଜିହାନ ଝୋଉଙ୍କ ଅଧ୍ୟକ୍ଷତାରେ ଏହାକୁ ପ୍ରସ୍ତୁତ…

ସ୍କୁଟି ଭିତରୁ ମିଳିଲା ବାଘ ଛାଲ, ଜଣେ ଗିରଫ

ନୂଆପଡା: ଚୋରାରେ ବାଘ ଛାଲ ବେପାର। ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ବନବିଭାଗ। ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଟିଆଗୁଡା ନିକଟରେ ବାଘ ଛାଲ ଜବତ କରିଛି ବନବିଭାଗ। ସୂଚନା ଅନୁସାରେ ଜଣେ ବ୍ୟକ୍ତି ବାଘ ଛାଲ ଚୋରାଚାଲାଣ କରୁଥିଲା ବୋଲି ବନ ବିଭାଗ ଖବର ପାଇଥିଲା। ଏହା ପରେ ଡିଏଫଓ ଅଜିଜ…