Ganja:୪ କୋଟି ମୂଲ୍ୟର ଗଞ୍ଜେଇ ଜବତ;ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଚାଲିଛି ତଦନ୍ତ
ପାରଳାଖେମୁଣ୍ଡି: ଗୁରୁବାର ଏକ ବଡ଼ ସଫଳତା ହାସଲ କରିଛି ଅଡବା ପୋଲିସ। କେଶରୀଗୁଡ଼ା ଗ୍ରାମାଞ୍ଚଳରୁ ପ୍ରାୟ ୪ ଟନ୍ ରୁ ଅଧିକ (୪୦୬୦ କେଜି) ଗଞ୍ଜେଇ ଜବତ କରାଯାଇଛି ।ଆନୁମାନିକ ମୂଲ୍ୟ ୪ କୋଟିରୁ ଉର୍ଦ୍ଧ୍ୱ ହେବ ।ଆର୍.ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଏବଂ ଅଡବା…