Latest Odisha News

BREAKING NEWS

Blood Transfusion To Animals: ପଶୁମାନଙ୍କ ରକ୍ତ ସଞ୍ଚାରଣ ଓ ରକ୍ତଭଣ୍ଡାର ପାଇଁ ତିଆରି ହେଲା ନିୟମ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଆମ ଚାରିପାଖରେ ଅନେକ ପଶୁ ଅଛନ୍ତି ଯେଉଁମାନେ ସେମାନଙ୍କର ଯନ୍ତ୍ରଣା ପ୍ରକାଶ କରିପାରନ୍ତି ନାହିଁ। ଯଦି ସେମାନେ ଆଘାତ ପାଆନ୍ତି, ସେମାନେ ନିଜେ ଡାକ୍ତରଖାନା ଯାଇପାରନ୍ତି ନାହିଁ, ସେମାନେ ସେମାନଙ୍କର ଯନ୍ତ୍ରଣା ପ୍ରକାଶ କରିପାରନ୍ତି ନାହିଁ। ଏହି କାରଣରୁ, ସରକାର ପ୍ରାଣୀ…

ଶ୍ରୀ ଭାଗବତ ସାର ୧୪୧: ସବୁ ଇନ୍ଦ୍ରିୟ ମଧ୍ୟରେ ରାସନେନ୍ଦ୍ରୀୟ ଜିହ୍ୱା ସବୁଠାରୁ ତୀବ୍ର, ଏହାକୁ ଜୟ କରିପାରିଲେ ଜୀବନରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଚବିଶି ଗୁରୁ ପ୍ରସଙ୍ଗ ଯେତିକି ରସଯୁକ୍ତ ସେତିକି ରହସ୍ୟ ଯୁକ୍ତ, କାରଣ ମହାତ୍ମା ଅବଧୂତ କେଉଁ ପ୍ରାଣୀର ଗୁଣକୁ କେତେବେଳେ ଗ୍ରହଣ କରିଛନ୍ତି ତ କେତେବେଳେ ତାର ଅବଗୁଣକୁ ତ୍ୟାଗ କରିବାର ସଂକଳ୍ପ ନେଇଛନ୍ତି।…

ଏସସି ଓ ଏସଟି କଲ୍ୟାଣ ସମିତିର ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ଲୋକସଭା ବାଚସ୍ପତି

ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଏହି ଅବସରରେ ଏକ ସ୍ମରଣୀକାକୁ ମଧ୍ୟ ଉନ୍ମୋଚନ କରିବେ।…

ଘଟଗାଁ ମା ତାରିଣୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ କାର୍ଯ୍ୟ ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ, ଘଟଗାଁ ମା ତାରିଣୀ ମନ୍ଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୫୯ ଏକର ପରିମିତ ଅଞ୍ଚଳରେ କାର୍ଯ୍ୟକାରୀ…

ବିପଦରେ ଅଧା ଭାରତ, ତାଣ୍ଡବ ରଚୁଛି ପ୍ରକୃତି

ନୂଆଦିଲ୍ଲୀ : ଯେତେବେଳେ ପ୍ରକୃତି ତାର କୋପ ଦେଖାଏ, ତାହା ସବୁ ଆକଳନ ଠାରୁ କେଇ ଗୁଣା ଢେର ଅଧିକ ହୋଇଯାଏ । ଏବେ ଅଧା ଭାରତ ପ୍ରକୃତିର କୋପରେ ଘାଇଲା ହେଉଛି । ଯୁଆଡ଼େ ଦେଖିଲେ ବର୍ଷା ଓ ବନ୍ୟା ବିତ୍ପାତ। ଜାମ୍ମୁ କାଶ୍ମୀରରେ ବନ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିବାବେଳେ ହିମାଚଳ…

ଇପ୍ସିତା ସାହୁ ଓ ଚିନ୍ମୟ ସାହୁଙ୍କୁ ବିଜେଡିର ନୂଆ ଦାୟିତ୍ଵ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ଦିନ ଦଳର ଯୁବ ଏବଂ ଛାତ୍ର ଶାଖାକୁ ସୁଦୃଢ଼ କରିବା ପାଇଁ ନୂତନ ନିଯୁକ୍ତି ଘୋଷଣା କରିଛି। ଇପ୍ସିତା ସାହୁଙ୍କୁ ତୁରନ୍ତ ପ୍ରଭାବରୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେହିପରି ନୂତନ ବିସିଜେଡି ଦଳରେ…

ଭାରତର ଏହି ରାଜ୍ୟରେ ଆବର୍ଜନା ଦେଲେ ମିଳିଥାଏ ଖାଦ୍ୟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ଆମେ ପ୍ରାୟତଃ ପାଣି ପିଇ ପ୍ଲାସ୍ଟିକ ବୋତଲଗୁଡ଼ିକୁ ରାସ୍ତାରେ, ପାର୍କରେ କିମ୍ବା ଏଣେତେଣେ ଭାବେ ଫୋପାଡ଼ି ଦେଉଛୁ। ଏହାପରେ ଆବର୍ଜନା ସଂଗ୍ରହକାରୀମାନେ ଏହି ଆବର୍ଜନାକୁ ଉଠାଇ ନେଇଯାଆନ୍ତି। ଏହା ଶୁଣିବାକୁ ଏକ ସାଧାରଣ କଥା ଲାଗୁଛି, କିନ୍ତୁ ଏହି ସାଧାରଣ କଥାକୁ ଏକ ଅସାଧାରଣ…

ନୂଆଖାଇ ପର୍ବ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ 

ଭୁବନେଶ୍ୱର: ନୂଆଖାଇ ପର୍ବ ଯୋଗୁଁ ଅଗଷ୍ଟ ୨୯ ତାରିଖରେ ସାରା ଓଡ଼ିଶାରେ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ ଏବଂ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟ ସରକାର ଅଗଷ୍ଟ ୨୯ ତାରିଖରେ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ସ୍କୁଲକୁ ଛୁଟି…

ଗାଜା ହସ୍ପିଟାଲରେ ଆକ୍ରମଣ ଘଟଣା; ସାମ୍ବାଦିକଙ୍କ ମୃତ୍ୟୁରେ ନେତାନ୍ୟାହୁଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପର ନାସେର ହସ୍ପିଟାଲ ଉପରେ ଦୁଇଥର ଆକ୍ରମଣ କରିଥିଲା। ଯେଉଁଥିରେ ପାଞ୍ଚ ଜଣ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହିତ ହସ୍ପିଟାଲର ଅନେକ ସ୍ୱାସ୍ଥ୍ୟ କର୍ମୀ ଏବଂ ଉଦ୍ଧାରକାରୀ ଦଳ ମଧ୍ୟ ପ୍ରାଣ ହରାଇଛନ୍ତି।…

୯ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ନଅ ଜଣ ବରିଷ୍ଠ ଅଧିକାରୀଙ୍କୁ ମଙ୍ଗଳବାର ଦିନ ବଦଳି କରାଯାଇଛି। ସେମାନଙ୍କୁ ନୂତନ ନିଯୁକ୍ତି ଦିଆଯିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଙ୍ଗାଧର ନାୟକଙ୍କୁ ଗୃହ ନିର୍ଦ୍ଦେଶକ ଏବଂ ଗୃହ ଏବଂ…