Latest Odisha News

Middle East Conflict: କାହିଁକି ଖାମେନେଇଙ୍କୁ ମାରିଦେଲେ? ଇସ୍ରାଏଲ କହିଲା, ‘କିଛି ବାଟ…

ନୂଆଦିଲ୍ଲୀ:ଜଳୁଛି ମଧ୍ଯପ୍ରାଚ୍ୟ। ରକ୍ତମୁଖା ଇରାନ। ଖାମେନେଇଙ୍କ ହତ୍ୟାର ନେଉଛି ପ୍ରତିଶୋଧ। ଇସ୍ରାଏଲ, ଆମେରିକା ବି ଦେଉଛନ୍ତି ପ୍ରତିଜବାବ। ଅଶାନ୍ତ ହୋଇପଡ଼ିଛି ମିଡଲ୍ ଇଷ୍ଟ୍। ଏହାରି ଭିତରେ ଇସ୍ରାଏଲ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନେଇଙ୍କୁ କାହିଁକି ହତ୍ୟା କଲା ତାହା…

ରେକର୍ଡ କହୁଛି, ଇଂଲଣ୍ଡକୁ ସେମିରେ ହରାଇଲେ ଭାରତ ହେବ ଚାମ୍ପିୟନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏ ପର୍ଯ୍ୟନ୍ତ ଆଇସିସି ଟୁର୍ଣ୍ଣାମେଂଟରେ ଉଭୟ ଟିମ ୪ଥର ସେମିଫାଇନାଲରେ ସାମ୍ନା ସାମ୍ନି ହୋଇଛନ୍ତି । ଭାରତ ୨ ଓ ଇଂଲଣ୍ଡ ୨ ଥର ବିଜୟ ହାସଲ କରିଛି । ସବୁଠାରୁ ମଜା କଥା ହେଲା ଭାରତ ସେମିଫାଇନାଲରେ…

ମଧ୍ୟରାତ୍ରୀରେ ପୁଣି ମୁହାଁମୁହିଁ ହେଲେ ପାକିସ୍ତାନ-ତାଲିବାନ

କାବୁଲ: ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ପୁଣି ସଂଘର୍ଷ ଆରମ୍ଭ ହୋଇଛି। ଆଫଗାନିସ୍ତାନ ତାଲିବାନ ବାହିନୀ ପାକିସ୍ତାନ ସୀମା ପାର କରି ଅନେକ ସାମରିକ ପୋଷ୍ଟ ଦଖଲ କରିଛି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନ ସେନା ଡୁରାଣ୍ଡ ରେଖା ଅତିକ୍ରମ କରି…

Sonia Gandhi over Khamenei killing: ଖାମେନେଇଙ୍କ ମୃତ୍ୟୁ ଉପରେ ସୋନିଆ ଗାନ୍ଧୀଙ୍କ ଆର୍ଟିକିଲ୍, କହିଲେ,…

ନୂଆଦିଲ୍ଲୀ: ଅଶାନ୍ତ ମଧ୍ୟପ୍ରାଚ୍ୟ।ଆମେରିକା ଏବଂ ଇସ୍ରାଏଲ ଫେବୃଆରୀ ୨୮ ତାରିଖରେ ଏକ ମିଳିତ ସାମରିକ ଅଭିଯାନ ମାଧ୍ୟମରେ ଇରାନ ଉପରେ ଆକ୍ରମଣ କରିଥିଲେ। ଇରାନର ସର୍ବୋଚ୍ଚ ନେତା, ଆୟତୁଲ୍ଲା ସୟଦ ଅଲି ହୁସେନି ଖାମେନେଇ, ମାର୍ଚ୍ଚ ୧ ତାରିଖରେ ଏକ ଦ୍ରୁତ ଆକ୍ରମଣରେ ପ୍ରାଣ ହରାଇଥିଲେ।…

ଆମେରିକା ବୈଦେଶିକ ମନ୍ତ୍ରାଳୟର ନୂତନ ଆଡଭାଇଜରୀ: ୧୪ ଦେଶ ତୁରନ୍ତ ଛାଡ

ୱାଶିଂଟନ: ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୂତନ ଆଡଭାଇଜରୀ ଜାରି। ୧୪ ଦେଶ ତୁରନ୍ତ ଛାଡିବା ପାଇଁ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା। ବାହାରିନ, ଇଜିପ୍ଟ, ଇରାନ, ଇରାକ, ଇସ୍ରାଏଲ, ଦ ୱେଷ୍ଟ ବ୍ୟାଙ୍କ, ଗାଜା, କୁଏତ, ଜୋର୍ଡାନ, ଲେବାନନ, ଓମାନ, କାତାର, ସାଉଦି ଆରବ, ସିରିଆ, ୟୁଏଇ…

Weather Update: ମାଡି ଆସୁଛି ଗରମ: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ୩୫ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ତାତି। ହୋଲିରେ ତାତି ଦେଖାଇବ ତାଉ, ଆହୁରି ବଢ଼ିବ ଖରା। ଏବେଠୁ ଡରେଇଲାଣି ଖରା । ଦିନ ଦଶଟା ପରେ ଘରୁ ବାହାରିଲେ ଦେହ ଜଳି ପୋଡି ଗଲାଭଳି ଲାଗୁଛି । ମାର୍ଚ୍ଚ ପହିଲାରୁ ଟାଏଁ ଟାଏଁ ଖରା ଅସ୍ତବ୍ୟସ୍ତ କଲାଣି । ଚଳିତ ବର୍ଷ ରାଜ୍ୟରେ…

ମହାରାଷ୍ଟ୍ରରେ ଓଲିୟମ୍ ଗ୍ୟାସ୍ ଲିକ୍, ୨୦୦୦ ଲୋକଙ୍କୁ ସ୍ଥାନାନ୍ତର

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ରାସାୟନିକ ୟୁନିଟ୍‌ରୁ ଓଲିୟମ୍ ଗ୍ୟାସ୍ ଲିକ୍। ଏହି ଘଟଣାରେ ୧,୬୦୦ ଛାତ୍ରଙ୍କ ସମେତ ୨୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଗ୍ୟାସ୍ ଲିକ୍ ହେବା ଫଳରେ ପାଞ୍ଚ କିଲୋମିଟର…

ଜିନ୍ଦଲ ଏବଂ ବିଏମସି ପକ୍ଷରୁ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ

ଭୁବନେଶ୍ବର: ସାମୁଦାୟିକ କଲ୍ୟାଣ ଏବଂ ଉନ୍ନତ ସହରାଞ୍ଚଳ ପରିମଳ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରି ଜିନ୍ଦଲ ଫାଉଣ୍ଡେସନ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ସହିତ ମିଳିତ ଭାବରେ, ସହର ସାରା ସାର୍ବଜନୀନ କାର୍ଯ୍ୟକ୍ରମ, ଉତ୍ସବ ଏବଂ ବଡ଼ ସମାବେଶ ସମୟରେ ସୁବିଧାଜନକ ଏବଂ…

Eastern India’s Skill Revolution: ଭୁବନେଶ୍ୱରରେ ଶେଷ ହେଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ ଜଣ କୃତି ପ୍ରତିଯୋଗୀ…

ଭୁବନେଶ୍ୱର: ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ସୋମବାର ଦିନ ଭୁବନେଶ୍ୱରସ୍ଥିତ ଏସଡିଆଇ (SDI) ଅଡିଟୋରିୟମରେ ଉଦଯାପିତ ହୋଇଛି। ଏହା ଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟର…

Iran Tension:ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ; ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ଓ…

ବନେଶ୍ୱର: ମଧ୍ୟ ପ୍ରାଚ୍ୟରେ  ଯୁଦ୍ଧ ପରିସ୍ଥିତିରେ ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷା ଓ ସେମାନଙ୍କର ସ୍ଥିତି ସଂପର୍କରେ  ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ  ଓଡ଼ିଶାର  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ…