ଚର୍ଚ୍ଚାରେ ଜିମ୍ବାୱେର ଏକ ଘରୋଇ କ୍ରିକେଟ ମ୍ୟାଚ: ୮୨୨ ରନ, ତ୍ରିଶତକ, ଅତିରିକ୍ତରେ ୧୦୦ ରନ
ନୂଆଦିଲ୍ଲୀ: ଜିମ୍ବାୱେର ଏକ ଘରୋଇ କ୍ରିକେଟ ମ୍ୟାଚ ବେଶ ଚର୍ଚ୍ଚାର କାରଣ ସାଜିଛି । ଏହି ସୀମିତ ଓଭର ମ୍ୟାଚରେ ଅନେକ ଅବିଶ୍ୱସନୀୟ ରେକର୍ଡ ସୃଷ୍ଟି ହୋଇଛି । ମର୍ସିୱିଗୋ ୫୦ ଓଭର ବିଶିଷ୍ଟ ମୁକାବିଲାରେ ସ୍କ୍ରପିୟନ କ୍ରିକେଟ କ୍ଲବ ଓ ମେଥେନ ଲୟନ୍ସ ମଧ୍ୟରେ ଏହି ମ୍ୟାଚ ଖେଳା ଯାଇଥିଲା ।…