Android 17ରେ ଆସୁଛି AI ସୁରକ୍ଷା କବଚ, ଚୋରି ହେଲେ ମଧ୍ୟ ଫୋନ୍ ରହିବ ସୁରକ୍ଷିତ
ନୂଆଦିଲ୍ଲୀ: ସାଇବର ଠକେଇ ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ, ଏବେ ବଡ଼ ପଦକ୍ଷେପ ନେଇଛି Google। କମ୍ପାନୀ Android 17 ଅପଡେଟ୍ରେ ଏମିତି କିଛି AI ଭିତ୍ତିକ ସୁରକ୍ଷା ଫିଚର୍ ଆଣୁଛି, ଯାହା ଫୋନ୍ ବ୍ୟବହାରକାରୀଙ୍କୁ ବ୍ୟାଙ୍କ ଠକେଇ, ଫେକ୍ କଲ୍, ମାଲୱେର ଓ…