Latest Odisha News

BREAKING NEWS

PM Modi New Office: ବଦଳୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ… ଜାଣନ୍ତୁ କେଉଁଠି ରହିବ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଆଜିଠାରୁ ପରିବର୍ତ୍ତନ ହେବ ବୋଲି କୁହାଯାଉଛି। ଆଜି, ଜାନୁଆରୀ ୧୪, ବୁଧବାର, ମକର ସଂକ୍ରାନ୍ତିର ଶୁଭ ଅବସରରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ସ୍ଥାନାନ୍ତରିତ ହେଉଛି। ପିଏମଓ ଆଉ ସାଉଥ୍ ବ୍ଲକ୍‌ରେ ଅବସ୍ଥିତ ହେବ…

ODI କ୍ରିକେଟରେ ପୁଣି ନ° ୧ ହେଲେ କୋହଲି…

ନୂଆଦିଲ୍ଲୀ: ବିରାଟ କୋହଲି ପୁଣିଥରେ ODI କ୍ରିକେଟରେ ନିଜର ଶ୍ରେଷ୍ଠତା ହାସଲ କରିଛନ୍ତି। ICC ODI ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୧୪୦୩ ଦିନ ପରେ କିଙ୍ଗ କୋହଲି ପୁଣି ଥରେ ODIରେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ…

ରାୟଗଡ଼ାରେ ବାଣ ବିସ୍ଫୋରଣ; ୪ ଗୁରୁତର

ରାୟଗଡ଼ା: ତେଲୁଗୁ ସମ୍ପ୍ରଦାୟ ତରଫରୁ ୟେଦୁ ସାହିରେ ଭୋଗି ଉତ୍ସବ ପାଳନ କରିବା ସମୟରେ ଅଘଟଣ ଘଟିଯାଇଛି। ବାଣ ତିଆରି ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ…

ଭାରତୀୟ ସେନାର ପଦାତିକ ବାହିନୀରେ ସାମିଲ ହେବେ ମହିଳା: ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ: ଭାରତୀୟ ସେନାର ପଦାତିକ ବାହିନୀରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କିନ୍ତୁ ଏହି ନିଷ୍ପତ୍ତି ସାମାଜିକ ଗ୍ରହଣୀୟତା ଉପରେ ନିର୍ଭର କରିବ ବୋଲି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ମହିଳା ମାନଙ୍କୁ ଏକ ଦୁର୍ବଳ ବର୍ଗ ଭାବରେ ଦେଖାଯିବା ଉଚିତ୍…

ଡ୍ରେସିଂ ରୁମ ବିବାଦ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ: କୋହଲି, ରୋହିତ ଏବଂ ଗମ୍ଭୀରଙ୍କ ମଧ୍ୟରେ……

ନୂଆଦିଲ୍ଲୀ: କୋଚ ଗୌତମ ଗମ୍ଭୀରଙ୍କ ସହ ଭାରତୀୟ କ୍ରିକେଟ ଦଳର ସିନିୟର ସଦସ୍ୟଙ୍କ ଭଲ ପଡୁ ନ ଥିବା ଖବର ପ୍ରକାଶ ପାଇ ଆସୁଛି । ବିଶେଷ କରି ବିରାଟ କୋହଲି ଓ ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବେ ଗମ୍ଭୀରଙ୍କ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି । ତେବେ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ…

ଟ୍ରମ୍ପଙ୍କ ରାସ୍ତାରେ ଇସ୍ରାଏଲ; ୭ ଜାତିସଂଘ ଏଜେନ୍ସିରୁ ସମ୍ପର୍କ ଛିନ୍ନ କଲା…

ନୂଆଦିଲ୍ଲୀ: ଆମେରିକା ପରେ ଇସ୍ରାଏଲ ମଧ୍ୟ ଅନେକ ଜାତିସଂଘ ଏଜେନ୍ସିରୁ ଓହରିଯାଇଛି। ଇସ୍ରାଏଲ ନିରନ୍ତର ପକ୍ଷପାତିତା ଏବଂ ତାଙ୍କ ବିରୁଦ୍ଧରେ ରାଜନୀତିକରଣ କରୁଥିବା ଅଭିଯୋଗ କରିଛି। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୬୬ଟି ଅନ୍ତର୍ଜାତୀୟ ସଂଗଠନ ଏବଂ ଚୁକ୍ତିନାମାରୁ…

Case of Ariha Shah: ୪ ବର୍ଷ ହେଲାଣି ଜର୍ମାନୀରେ ଫସିଛି ୪ ବର୍ଷର କୁନି ଝିଅ, ୭ ମାସର ହୋଇଥିଲା ନେଇଯାଇଥିଲା ଜର୍ମାନ…

ନୂଆଦିଲ୍ଲୀ: ବାପା ମାଆ ଭାରତରେ ଏକୁଟିଆ ଜର୍ମାନୀରେ ଫସିଛି ୪ ବର୍ଷର କୁନି ଝିଅ ୭ ମାସ ହୋଇଥିଲା, ବାପାମାଙ୍କ ଠାରୁ ହୋଇଗଲା ଅଲଗା ଏବେ ଯାଏଁ ଜର୍ମାନୀରେ ଫସିଛି ଆଣି ପାରୁନାହାନ୍ତି ଭାରତ ସରକାର କିଛି ଏପରି ଦୁଃଖଦ ଖବର ଏବେ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି। ୪ ବର୍ଷର ଝିଅ…

ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର

ବାଲେଶ୍ୱର: ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଘଟଣ। ନିଆଁ ପୁଉଁଥିବା ବେଳେ ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର। ଅସାବଧାନତାବଶତଃ ଏଭଳି ଅଘଟଣଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅଧୀନରେ ଥିବା ଚାଲନ୍ତି ଗ୍ରାମରେ ଏହି ଘଟଣା ଘଟିଛି।…

Lalu Family Meet: ତୁଟିଲା କି ଲାଲୁ ପରିବାରରେ କଳି? ଘରେ ପହଞ୍ଚିଲେ ତେଜ ପ୍ରତାପ ଯାଦବ, ଲାଲୁ ଏବଂ ରାବ୍ରିଙ୍କ ପାଦ…

ପାଟନା: ମଙ୍ଗଳବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ତେଜ ପ୍ରତାପ ଯାଦବ ତାଙ୍କ ପିତାମାତା ଏବଂ ସାନ ଭାଇ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ। ଏହି ସାକ୍ଷାତକୁ ପରିବାର ମଧ୍ୟରେ ଦୀର୍ଘଦିନର ଉତ୍ତେଜନାର ଅନ୍ତ…

ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ

ଭଦ୍ରକ: ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ। ଗତକାଲି ଭଦ୍ରକଜିଲ୍ଲା ଭଣ୍ତାରିପୋଖରୀ ଥାନା ବୟାବନାପୁର ଗ୍ରାମର ଏକ ଦମ୍ପତି ମାସକର ଶିଶୁକନ୍ୟାକୁ ବିକି ଦେଇଥିଲେ। ଜେଜେମା ପାଇଁ ଫେରିଲା ନାତୁଣୀ। ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ…