ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
ନୂଆଦିଲ୍ଲୀ: ଭାରତରେ ମୋଟରସ୍ପୋର୍ଟସର ପୁନରୁଦ୍ଧାର ଏବଂ ବିକାଶ ସହ ଫର୍ମୂଲା ୱାନ ପୁଣି ଥରେ ଦେଶକୁ ଫେରାଇ ଆଣିବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଏକ ୧୦ ଜଣିଆ ବିଶିଷ୍ଟ ‘ଟାସ୍କ ଫୋର୍ସ’ ଗଠନ କରାଯାଇଛି । ନୀତି…