Lionel Messi:୧୪ ବର୍ଷ ପରେ ଭାରତ ଆସିବେ ମେସି ! ଆର୍ଜେଣ୍ଟିନା ଦଳ କେରଳରେ ଖେଳିବ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍
ନୂଆଦିଲ୍ଲୀ: ଲିଓନେଲ ମେସି(Lionel Messi)ଙ୍କ ଆର୍ଜେଣ୍ଟିନା ଦଳ(Argentina football team)ର ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ଏବଂ କଳ୍ପନାଜଳ୍ପନା ଶେଷ ହୋଇଛି । ଆର୍ଜେଣ୍ଟିନା ଫୁଟବଲ୍ ଦଳ କେରଳ ଗସ୍ତକୁ ନିଶ୍ଚିତ କରିଛି। ଆର୍ଜେଣ୍ଟିନା ଫୁଟବଲ୍ ଆସୋସିଏସନ୍ (AFA) ଶନିବାର, ଅଗଷ୍ଟ ୨୩…