ମାତିଛି ମାଙ୍କଡ, ଆକ୍ରମଣରେ ୭ ଆହତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୋଡା ଅଞ୍ଚଳରେ ସୋମବାର ଦିନ ଏକ ମାଙ୍କଡ଼ ଆକ୍ରମଣରେ ପ୍ରାୟ ସାତ ଜଣ ଲୋକ ଆହତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଆତଙ୍କ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଏକ ମାଙ୍କଡ଼ଟି ଉତ୍ପାତ କରିବା ସହ ଅନେକ ଲୋକଙ୍କୁ ଆକ୍ରମଣ କରିଥିଲା। ଗତ ଦୁଇ ଦିନ…