ବଦଳିଲା କେରଳ ନାଁ…
ନୂଆଦିଲ୍ଲୀ: ନୂତନ ପିଏମଓ କୋଠା ସେବା ତୀର୍ଥରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ମୋଦି କ୍ୟାବିନେଟ କେରଳ ରାଜ୍ୟର ନାମ ପରିବର୍ତ୍ତନ କରି କେରଳମ କରିଛନ୍ତି।
ଏପ୍ରିଲ-ମେ ମାସରେ ହେବାକୁ ଥିବା କେରଳ…