ଧରାପଡ଼ିଲେ ମୋଷ୍ଟ ୱାଣ୍ଟେଡ୍ ଚିଆଁ-ପାରସ୍ ଯୋଡ଼ି
ବରଗଡ଼:ଧରାପଡ଼ିଲେ ମୋଷ୍ଟ ୱାଣ୍ଟେଡ୍ ଚିଆଁ-ପାରସ୍ ଯୋଡ଼ି । ଚିଆଁ ଓରଫ ବୁଦ୍ଧଦେବ ବିଶ୍ବାଳ ନାଁରେ ୨ଟି ହତ୍ୟା ୬ ଡକାୟତି ମାମଲା ରହିଛି ।ସେହିପରି ପାରସ୍ ରାମ ଭାନୁଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଏକାଧିକ ଡକାୟତି ମାମଲା ରହିଛି । ବରଗଡ଼ ସ୍ପେଶାଲ୍ ସ୍କ୍ବାଡ୍ ଦ୍ବାରା ଗିରଫ ନେଇ ଏସ୍ପି…