Latest Odisha News

Agni-5 Missile Test: ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫, ୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ…

ଭଦ୍ରକ: ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ୨୦ ଅଗଷ୍ଟ ୨୦୨୫ ବୁଧବାର ଅବଦୁଲ କଲାମ ଦ୍ବୀପରୁ ସଂଧ୍ୟା ୬ଟା ୩୦ରେ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର…

130th Amendment Bill: କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନଥିବା ବ୍ୟକ୍ତି କରୁଛନ୍ତି ପ୍ରତିବାଦ: ବିରୋଧୀଙ୍କୁ ଅମିତ…

ନୂଆଦିଲ୍ଲୀ: ବୁଧବାର ଦିନ ୧୩୦ତମ ସଂଶୋଧନ ବିଲ୍ ପ୍ରତି ବିରୋଧୀଙ୍କ ବିରୋଧ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଡ଼ ଆକ୍ରମଣ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ଗୃହମନ୍ତ୍ରୀ। ଗୃହମନ୍ତ୍ରୀ କହିଛନ୍ତି, ଯେଉଁମାନେ କ୍ଷମତା ପ୍ରତି ନିଜର ଲାଳସା ଛାଡ଼ୁନାହାଁନ୍ତି ସେମାନେ ପ୍ରତିବାଦ…

ବାଳକକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମହିଳାଙ୍କୁ ୨୦ ବର୍ଷ ଜେଲ…

ଜୟପୁର: ରାଜସ୍ଥାନ ଉଦୟପୁରର ଏକ କୋର୍ଟ ଜଣେ ନାବାଳକ ପୁଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହା ପ୍ରଥମ ମାମଲା ଯେଉଁଠାରେ ଜଣେ ମହିଳା ଅଭିଯୁକ୍ତଙ୍କୁ POCSO ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୨୩ ମସିହାରେ…

ରୋହିତ, ବିରାଟଙ୍କ ନାମ ନ ଥିବା ନେଇ ସ୍ପଷ୍ଟୀକରଣ ରଖିଲା ଆଇସିସି

ନୂଆଦିଲ୍ଲୀ: ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଏଥିରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାମ ନ ଥିବା ନେଇ ପ୍ରଶଂସକମାନେ ଚକିତ ହୋଇ ପଡିଥିଲେ । ଏ ନେଇ ବିବାଦ ବଢ଼ିବାରୁ ଆଇସିସି ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହୋଇଥିଲା । କିଛି ସମୟ ପାଇଁ ଏହି ଦୁଇ ମହାନ ଖେଳାଳିଙ୍କ ନାମ ନ…

Obscene photo of minor girl: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ୭ ଯୁବକ ଗିରଫ

ବରଗଡ଼: ଭେଡେନ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ୭ ଯୁବକ ଗିରଫ। ସମସ୍ତ ଅଭିଯୁକ୍ତଙ୍କୁ ଭେଡେନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ ନାବାଳିକାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲ(୨୪)ଙ୍କର ପ୍ରେମ ସମ୍ପର୍କ ଥିଲା।…

ପୋଷନ ମହାପାତ୍ର ଅଲ ଇଣ୍ଡିଆ ନିଟ୍ ପିଜି ପରୀକ୍ଷାରେ ଟପର

କଟକ: ନିଟ୍ ପିଜି-୨୦୨୫ରେ ଓଡ଼ିଶାର ପୋଷନ ମହାପାତ୍ର ସର୍ବଭାରତୀୟ ଟପର୍ ହୋଇଛନ୍ତି। ଏହି ପରୀକ୍ଷାର ଫଳାଫଳ ମଙ୍ଗଳବାର ବିଳମ୍ବିତ ରାତିରେ ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ ଦ୍ୱାରା ଘୋଷଣା କରାଯାଇଛି। ସେ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ(MCH)ରୁ…

ISRO Rocket Launch:ଇସ୍ରୋ କରୁଛି ୪୦ ମହଲା କୋଠା ଉଚ୍ଚର ରକେଟ୍; ୭୫ ଟନ୍ ଓଜନ ମହାକାଶକୁ…

ନୂଆଦିଲ୍ଲୀ: ISRO ଅଧ୍ୟକ୍ଷ ଭି. ନାରାୟଣନ୍ ମଙ୍ଗଳବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବେ ଏକ ରକେଟ୍ ତିଆରି କରିବାକୁ ପ୍ରସ୍ତୁତ ହେଉଛି, ଯାହା ୪୦ମହଲା ବିଶିଷ୍ଟ କୋଠା ପରି ଉଚ୍ଚ ହେବ ଏବଂ ଏଥିରେ ୭୫ ହଜାର କିଲୋଗ୍ରାମ…

Pass/Fail System: ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ: ଏଣିକି ସମସ୍ତ ଶ୍ରେଣୀରେ ରହିବ ପାସ୍ ଫେଲ୍ ବ୍ୟବସ୍ଥା

ଭୁବନେଶ୍ବର: ଏଣିକି ଷ୍ଟାଣ୍ଡାର୍ଡ ନଥିବା ପିଲା ଯେପର୍ଯ୍ୟନ୍ତ ପାସ୍ ହୋଇ ନାହାଁନ୍ତି ସେ ପର୍ଯ୍ୟନ୍ତ ସେହି କ୍ଲାସ୍‌ରେ ରହିବେ। ପୂର୍ବ ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ନଥିଲା। ବର୍ତ୍ତମାନର ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍‌ରେ ଫେଲ୍ ହେଲେ ପୁନର୍ବାର କିଛି ଦିନ…

ଶ୍ରୀମନ୍ଦିରର ସୁରକ୍ଷା ବୃଦ୍ଧି ପାଇଁ ବ୍ୟାରିକେଡ୍ ସ୍ଥାପନ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା ବୃଦ୍ଧି ପାଇଁ ପୋଲିସ ବ୍ୟାରିକେଡ୍ ସ୍ଥାପନ କରିଛି। ମୁଖ୍ୟ ଢାଞ୍ଚାର ଚାରିପାଖରେ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ନିକଟରେ ଝାଡ଼ଖଣ୍ଡ ରାଞ୍ଚିର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ…

Tirupati Temple: ତିରୁପତି ମନ୍ଦିରରେ ୧୪୦ କୋଟି ଟଙ୍କାର ସୁନା ଦାନ କଲେ ଭକ୍ତ, ନିଜେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ମନ୍ଦିର (Tirupati Temple)କୁ ଆସୁଥିବା ଭକ୍ତମାନେ ସେମାନଙ୍କ ବିଶ୍ୱାସ ଅନୁଯାୟୀ ଟଙ୍କା ଦାନ କରିଥାନ୍ତି । ଅମ୍ବାନୀଙ୍କ ଭଳି ବଡ଼ ବ୍ୟବସାୟୀ ସୁନା ଏବଂ ହୀରା ଅଳଙ୍କାର ଦାନ କରୁଛନ୍ତି । ଏପରି ପରିସ୍ଥିତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଜଣେ…