ନ୍ୟୁୟର୍କକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ: ଶୀତକାଳୀନ ଝଡ଼ ଏବଂ ପ୍ରବଳ ତୁଷାରପାତ ପୂର୍ବାନୁମାନ କରି ରବିବାର ଦିନ ଏୟାର ଇଣ୍ଡିଆ ଆମେରିକାର ନ୍ୟୁୟର୍କ ଏବଂ ନେୟର୍କକୁ ସମସ୍ତ ଉଡ଼ାଣ ବାତିଲ କରିଛି।
"୨୨ ଏବଂ ୨୩ ଫେବୃଆରୀରେ ଆମେରିକାର ପୂର୍ବ ତଟ ସହିତ ନ୍ୟୁୟର୍କ, ନ୍ୟୁ ଜର୍ସି ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ତୁଷାରପାତ…