SIR ପାଇଁ ଓଡିଶା ପ୍ରସ୍ତୁତ: ସୃଷ୍ଟି ହେଲା ୭ହଜାର ନୂଆ ବୁଥ୍
ଭୁବନେଶ୍ୱର: SIR ପାଇଁ ଓଡିଶା ପ୍ରସ୍ତୁତ। ଫେବ୍ରୁଆରୀ ୨୦୨୭ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏହା ପୂର୍ବରୁ ଓଡ଼ିଶାରେ ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ’ (ଏସ୍ଆଇଆର୍) ପ୍ରକ୍ରିୟା ଶେଷ କରି ନୂଆ ଭୋଟର ତାଲିକା ଅନୁଯାୟୀ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ…