Maha Kumbh Mela: ମହାକାଶରୁ ମହାକୁମ୍ଭର ଝଟକୁଥିବା ଅପୂର୍ବ ଦୃଶ୍ୟ, ଆପଣ ଦେଖିଲେ ବି ଝଲସିଯିବ ଆଖି…
ପ୍ରୟାଗରାଜ: ମହାକୁମ୍ଭର ଭବ୍ୟତା କେବଳ ମାଟି ଉପରୁ ନୁହେଁ, ଅନ୍ତରୀକ୍ଷରୁ ମଧ୍ୟ ଚକିତ କରିଛି। NASAର ମହାକାଶଚାରୀ ଡନ୍ ପେଟିଟ୍ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ (ISS)ରୁ ୧୪୪ ବର୍ଷରେ ଥରେ ପଡିଥିବା ୨୦୨୫ ମହାକୁମ୍ଭର ଏକ ଚମତ୍କାର ରାତ୍ରିକାଳୀନ ଫଟୋ କ୍ୟାପଚର କରିଥିଲେ। ଏବେ ଏହି ଫଟୋ…