ପୁଟିନଙ୍କ ମାନଭଞ୍ଜନ କରୁଛନ୍ତି କି ଟ୍ରମ୍ପ?,ଜେଲେନସ୍କିଙ୍କଠାରୁ ଜବରଦଖଲ ହୋଇଥିବା ଜମି ରଖିବାକୁ କଲେ ଇଙ୍ଗିତ…
ନୂଆଦିଲ୍ଲୀ: ପୁଣି ଓଭାଲ ଅଫିସରେ ଟ୍ରମ୍ପ ଜେଲେନସ୍କି ମିଟ୍...ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଆଲୋଚନା...ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କହିଲେ ଟ୍ରମ୍ପ...ୟୁକ୍ରେନକୁ ମିଳିବନି ଟୋମାହକ...ହେଲେ ରୁଷିଆକୁ ମିଳିପାରେ ୟୁକ୍ରେନ ଦଖଲ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…