Latest Odisha News

BREAKING NEWS

ଓଡ଼ିଶା ଫେରିବ କଟରାରେ ପ୍ରାଣ ହରାଇଥିବା ୩ ତୀର୍ଥଯାତ୍ରୀଙ୍କ ମୃତ ଶରୀର

ଭୁବନେଶ୍ୱର: ଜମ୍ମୁ-କଶ୍ମୀର ସ୍ଥିତ ମା' ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇଥିବାବେଳେ ୪ ଜଣ ଓଡ଼ିଆ ତୀର୍ଥଯାତ୍ରୀ ଜମ୍ମୁର କାତ୍ରାଠାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ୩ ଜଣ ଓଡ଼ିଆ ତୀର୍ଥଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ମୃତ ତୀର୍ଥଯାତ୍ରୀ ହେଉଛନ୍ତି ସୁବର୍ଣ୍ଣପୁର…

୨୦ ତାରିଖକୁ ଦୀପାବଳି ଛୁଟି ଘୋଷଣା ‌କଲେ ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶାରେ ଆସନ୍ତା ୨୦ ତାରିଖ ସୋମବାର ଦିନ ପାଳନ ହେବ ଦୀପାବଳି । ଏନେଇ ଉକ୍ତ ଦିନକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜସ୍ବ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ୨୧ ତାରିଖକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ…

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ଦେଶର ୭ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ସମେତ ନୂଆପଡ଼ା ଉପନିର୍ବାଚନ ମଣ୍ଡଳୀ ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କ ସମସ୍ତ ପୂର୍ବବର୍ତ୍ତୀ ଅପରାଧିକ ତଥ୍ୟ ପରିପ୍ରକାଶ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ…

Terrorists attack Army camp: ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ, ତିନି ଯବାନ ଆହତ

ନୂଆଦିଲ୍ଲୀ: ଆସାମର ତିନସୁକିଆ ଜିଲ୍ଲାର କାକୋପାଥରରେ ଏକ ସେନା ଶିବିରରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ଏଥିରେ ତିନି ଜଣ ଯବାନ ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସେନା ଶିବିରରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଅନେକ ଗ୍ରେନେଡ୍ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା…

Gujarat New Cabinet: ହର୍ଷ ସାଂଘଭି କିଏ?, ଗୁଜୁରାଟରେ ଭୂପେନ୍ଦ୍ର ପଟେଲଙ୍କ ନୂତନ କ୍ୟାବିନେଟରେ ବନିଲେ ଯୁବ…

ଗାନ୍ଧୀନଗର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଶୁକ୍ରବାର ଶେଷ ହୋଇଛି । ମୋଟ ୧୯ ଜଣ ନୂତନ ମନ୍ତ୍ରୀ ଶପଥ ନେଇଛନ୍ତି । ଗୋଟିଏ ଦିନ ପୂର୍ବରୁ, ଗୁରୁବାର, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ସମସ୍ତ ୧୨ ମନ୍ତ୍ରୀ ନୂତନ…

ମହିଳା ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚକୁ ଦେଖିଲେ ରେକର୍ଡ ସଂଖ୍ୟକ ଦର୍ଶକ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚକୁ ରେକର୍ଡ ଦର୍ଶକ ଉପଭୋଗ କରିଛନ୍ତି । ଆଇସିସି ରିପୋର୍ଟ ଅନୁସାରେ ଅକ୍ଟୋବର ୫ରେ କଲମ୍ବୋରେ ଏହି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ୨.୮୪ କୋଟି ଦର୍ଶକ ଏକତ୍ର ୧୮୭ କୋଟି ମିନିଟ ଉପଭୋଗ କରିଛନ୍ତି । ମହିଳା ଆନ୍ତର୍ଜାତୀୟ…

ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍, ୩ ଗିରଫ

ଭୁବନେଶ୍ବର: ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍। ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଗିରଫ। ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ। ଦାମୀ କାର୍‌ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍‌। ନଗଦ ୫ ଲକ୍ଷ ୧୦ ହଜାର…

ଖୁବଶୀଘ୍ର ହେବ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା। ଏନେଇ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ…

ଏସିଆ କପ ଆୟୋଜନ କରି ବିସିସିଆଇ ମାଲାମାଲ

ନୂଆଦିଲ୍ଲୀ: ଏସିଆ କପ ଜିତି ଭାରତ ଏ ପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି ପାଇ ନ ଥିଲେ ମଧ୍ୟ ଆୟୋଜନ କରି ମାଲାମାଲ ହୋଇଛି । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଏସିଆ କପ ଆୟୋଜନ ବାବଦକୁ ୧୦୯.୪୪ କୋଟି ଟଙ୍କାର ଲାଭ ପାଇଛି । ବିସିସିଆଇ ୨୦୨୫-୨୬ ଫାଇନାନ୍ସିଆଲ ଇୟରରେ…

୪ କିଲୋ ୭୯୫ ଗ୍ରାମ ଓଜନର ୨ଟି ହାତୀ ଦାନ୍ତ ଜବତ, ୨ ଅଭିଯୁକ୍ତ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ କଲା ଏସଟିଏଫ୍ । ଡିଲ୍ ଚାଲିଥିବା ବେଳେ ଚଢାଉ କରି ଏଥିରେ ସଂପୃକ୍ତ ଥିବା ୨ ଅଭିଯୁକ୍ତ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଚନ୍ଦନ ମହାପାତ୍ର ଓ ଶରତ ଖଟେଇ । ଏନେଇ ସୂଚନା ଦେଲେ…