Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଝଡ ସୃଷ୍ଟି କରିଛି ଶାହଙ୍କ ବୟାନ, କ’ଣ ନୀତିଶ ହେବେନି ମୁଖ୍ୟମନ୍ତ୍ରୀ?

ପାଟନା: ବିହାର ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ନମାଙ୍କନ ଭରିବାର ଆଜି ଶେଷ ତାରିଖ । ଏନେଇ ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏହାରି ଭିତରେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ବଡ ବୟାନ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ନୀତିଶ କୁମାରଙ୍କ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ: ବାହାର ରାଜ୍ୟରୁ ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ପୋଲିସ ହାତରେ ସାର୍ପ ସୁଟର ଧରାପଡିଥିବା ସୂଚନା ମିଳୁଛି । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ବ୍ରହ୍ମପୁର ପୋଲିସ। ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ ଆଉ ୨ ଜଣଙ୍କୁ ପୋଲିସ ଉଠାଇ ଆଣିଥିବା ସୂଚନା ରହିଛି। ମୁଖ୍ୟ…

Odisha Highcourt: ୭୧୧ ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା

କଟକ: ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହିନ୍ଦୀ ଶିକ୍ଷକ ପଦ ପାଇଁ ଏ ପର୍ଯ୍ୟନ୍ତ…

CM Mohan Majhi: ବିହାରରେ ମୁଖ୍ୟମନ୍ତ୍ରୀ ମୋହନଙ୍କ କ୍ୟାମ୍ପେନ୍

ଭୁବନେଶ୍ୱର: ବିହାର ନିର୍ବାଚନ ମୈଦାନରେ ଓଡିଶା ମୁଖ୍ୟମନ୍ତ୍ରୀ। ଷ୍ଟାର କ୍ୟାମ୍ପେନରେ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା…

Weather Update: ଫେରିଗଲା କି ମୌସୁମୀ? ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଅନୁମାନ। ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହେବ। ଏପଟେ ଦେଶରୁ ସଂପୂର୍ଣ୍ଣ ବିଦାୟ ନେଇଛି ଦକ୍ଷିଣପଶ୍ଚିମ ମୌସୁମୀ…

Kaju barfi recipe: ଘରେ ବଜାର ପରି ତିଆରି କରନ୍ତୁ କାଜୁ ବରଫି ..ତାହା ପୁଣି କମ୍ ଟଙ୍କାରେ

ଭୁବନେଶ୍ବର: ପାର୍ବଣ ଋତୁ ଆରମ୍ଭ ହୋଇଗଲାଣି। ତେବେ ମିଠା ବିନା ପର୍ବପର୍ବାଣୀ ଅସମ୍ପୂର୍ଣ୍ଣ ମନେହୁଏ। ଲୋକମାନେ ସାଧାରଣତଃ ବଜାରକୁ ଯାଇ ମିଠା କିଣନ୍ତି। କିନ୍ତୁ ଏହି ସମୟରେ ମିଠାର ଦାମ୍ ଅଧିକ ରହିଥାଏ ଓ ଅପମିଶ୍ରଣର ଖବର ମଧ୍ୟ ଆସେ । ତେବେ ଆପଣ ଘରେ ସହଜରେ ଗୁଲାବଜାମୁନ, ବର୍ଫି ଏବଂ…

ଋଷିକେଶରେ ଅଦିନିଆ ରଥଯାତ୍ରାକୁ ନେଇ ନିଜ ପକ୍ଷ ରଖିଲା ଇସ୍କନ

ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ଉପରେ ଗୁରୁବାର ଇସ୍କନ ଋଷିକେଶ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇସ୍କନ ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ, ଅଦିନିଆ ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭୂମିକା ନଥିଲା । ଏହି ରଥଯାତ୍ରା ମଧୁବନ ଆଶ୍ରମ ଦ୍ୱାରା କରାଯାଇଥିଲା । ଏହି…

ନୂଆପଡା ଉପନିର୍ବାଚନ ପ୍ରଚାର ପାଇଁ ୫୨ ଜଣ ନେତାଙ୍କୁ ମିଳିଲା ଗୁରୁ ଦାୟିତ୍ବ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ୨୦୨୫ ପାଇଁ ବିଜୁ ଜନତା ଦଳ ଗୁରୁବାର ଦିନ ଦାୟିତ୍ବ ବଣ୍ଟନ କରିଛି । ପ୍ରଚାର ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୫୨ ଜଣ ବିଜେଡି ନେତାଙ୍କୁ ନିୟୋଜିତ କରିଛନ୍ତି । ନୂଆପଡ଼ା ଏନଏସି, କୋମନା ବ୍ଲକ ଓ ଖରିଆରରୋଡ୍‌ ଏନଏସିରେ ଦଳର ନେତାମାନଙ୍କୁ ଦାୟିତ୍ବ…

କପିଲ ଶର୍ମାଙ୍କ କାଫେରେ ୩ୟ ଥର ପାଇଁ ଗୁଳିଚାଳନା

ଓଟାଓ୍ବା: ପୁଣି ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରକୁ ଗୁଳି ମାଡ ହୋଇଛି । କାନାଡାର ସରେରେ ଥିବା କାପ୍ସ କାଫେ ଉପରକୁ ୩ୟ ଥର ପାଇଁ ଏହି ଗୁଳିମାଡ ହୋଇଛି । ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣା ପଡିଛି । ଏହାର ଏକ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଗୁଳିକାଣ୍ଡ ପାଇଁ…

୧୫ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ୪ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି କାର ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ଫୁଲବାଣୀ ଜିଲ୍ଲାରେ ହୋଇଥିବା ବେଳେ ଜଣଙ୍କର ଅନୁଗୋଳ ଓ ଅନ୍ୟ ଜଣଙ୍କର ପୁରୀ ଜିଲ୍ଲାର…