ଜମି ବିବାଦକୁ ନେଇ ଗଞ୍ଜାମର ୨ ଗାଁରେ ୧୬୩ ଧାରା ଜାରି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ଦୁଇଟି ଗ୍ରାମରେ ଜମି ମାଲିକାନା ନେଇ ଗୁରୁବାର ଦିନ ଉତ୍ତେଜନା ଦେଖାଦେଇଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୧୬୩ ଅନୁଯାୟୀ କଟକଣା ଜାରି କରାଯାଇଛି।
ସୂଚନା ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ…