Latest Odisha News

BREAKING NEWS

ମେରୀ କମଙ୍କ ପ୍ରେମ ସମ୍ପର୍କ; ଖୁଲାସା କଲେ ପୂର୍ବତନ ସ୍ବାମୀ

ନୂଆଦିଲ୍ଲୀ: ଭାରତର ସବୁଠାରୁ ସଫଳ ବକ୍ସର ଏମସି ମେରୀ କମ୍ ବର୍ତ୍ତମାନ ତାଙ୍କ ପୂର୍ବତନ ସ୍ଵାମୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ "ମ୍ୟାଗ୍ନିଫିସେଣ୍ଟ ମ୍ୟାରୀ" ଭାବରେ ସାରା ବିଶ୍ୱରେ ପରିଚିତ ମେରୀ କମ୍‌ଙ୍କ କ୍ୟାରିଅରକୁ ମଜବୁତ କରିବାରେ ଅନଲର ପ୍ରମୁଖ ଭୂମିକା…

ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: ବ୍ଲିଙ୍କିଟ୍, ଜେପ୍ଟୋ କିମ୍ବା ସ୍ୱିଗି ଇନଷ୍ଟାମାର୍ଟରୁ ସାମଗ୍ରୀ ଅର୍ଡର୍ କଲେ ୧୦ ମିନିଟ୍ ମଧ୍ୟରେ ସାମଗ୍ରୀ ଆସି ଘରେ ପହଞ୍ଚି ଯାଇଥାଏ। କିନ୍ତୁ ବର୍ତ୍ତମାନ୍ ସରକାର ଏହି ଫାଷ୍ଟ-ଟ୍ରାକ୍ କମ୍ପାନୀଗୁଡ଼ିକୁ "୧୦-ମିନିଟ୍ ଡେଲିଭରି" ପ୍ରତିଶ୍ରୁତି ହଟାଇବାକୁ ନିର୍ଦ୍ଦେଶ…

ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ 

ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ବଲଣ୍ଡାପଡାର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ଅଜୟ କୁମାର ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି। ତାଙ୍କ ବିରୁଦ୍ଧରେ ଅଗଷ୍ଟ ୨୨, ୨୦୨୩ରେ ବ୍ରହ୍ମପୁର…

ଆଇସିସି କଥା ମାନୁନି ବାଂଲାଦେଶ

ନୂଆଦିଲ୍ଲୀ:ବାଂଲାଦେଶ କ୍ରିକେଟ ବୋର୍ଡ ତାର ଜିଦ ଛାଡୁନି । ଆଇସିସି ଭାରତ ବାହାରେ ମ୍ୟାଚ କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସତ୍ୱେ ବିିସିବି ଏ ପର୍ଯ୍ୟନ୍ତ ମନ ବଦଳାଇ ପାରିବ ନାହିଁ । ମଙ୍ଗଳବାର ବିସିବିକୁ ଆଇସିସି ପୂର୍ନବିଚାର କରିବା ପାଇଁ କହିଥିଲା । ବିସିସିଆଇ ମଧ୍ୟ ବିସିବି…

BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଚାଷ ଉପରେ ନିର୍ଭର କରୁଥିବା ପ୍ରାୟ ୭୦ ପ୍ରତିଶତ ଲୋକ ଆଜି ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ମଙ୍ଗଳବାର ଆୟୋଜିତ ସାମ୍ୱାଦିକ…

କେନ୍ଦୁଝରରେ ୧୯୦୦ କୋଟି ଉର୍ଦ୍ଧ୍ୱ ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ୧୯୦୦ କୋଟି ଉର୍ଦ୍ଧ୍ୱ ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଶୁମ୍ଭାରମ୍ଭ କରିଛନ୍ତି…

ରାଜଧାନୀରେ ମକର ମାହୋଲ; ‘କାଇଟ ଶୋ’ ସହ ଜମିବ ଗୁଡ଼ିଉଡ଼ା ପ୍ରତିଯୋଗିତା..

ଭୁବନେଶ୍ୱର: ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଇବାର ପୁରୁଣା ଲୋକପରମ୍ପରା, ଆନନ୍ଦର ମାହୋଲକୁ ନୂଆ ପିଢ଼ି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଓରମାସ ଓ ସୁଭଦ୍ରା ଶକ୍ତି ପକ୍ଷରୁ ‘ଶିଶିର ସରସ-୨୦୨୬’ ମେଳା ପରିସରରେ ବୁଧବାର ଏକ ବିଶେଷ 'କାଇଟ୍‌ ଶୋ'ର ଆୟୋଜନ କରାଯିବ। ଏହି ‘କାଇଟ୍‌ ଶୋ’…

O Romeo: ମୁକ୍ତିଲାଭ ପୂର୍ବରୁ ଅଡୁଆରେ ପଡ଼ିଲା ଶାହିଦ କପୂରଙ୍କ ‘ଓ ରୋମିଓ’, ମିଳିଲା ନୋଟିସ୍…

ମୁମ୍ବାଇ: ସମସ୍ତେ ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଓ ରୋମିଓ'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ବିଶାଲ ଭରଦ୍ୱାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସାଜିଦ ନାଡିଆଡୱାଲାଙ୍କ ଦ୍ୱାରା ପ୍ରଯୋଜିତ। ଶାହିଦ କପୁରଙ୍କ ବ୍ୟତୀତ, ଫିଲ୍ମରେ ତୃପ୍ତି ଡିମରି, ବିକ୍ରାନ୍ତ…

ଟି୨୦ ବିଶ୍ୱକପ: ୪ଜଣଙ୍କୁ ମିଳିଲାନି ଭାରତୀୟ ଭିସା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ୨୦୨୬ ସଂସ୍କରଣ ଭାରତ ଏବଂ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେବ । ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ବିବାଦ ଏହାର ପିଛା ଛାଡୁନି । ଭାରତ-ପାକିସ୍ତାନ, ଭାରତ-ବାଂଲାଦେଶ ବିବାଦ ପରେ ଏବେ ଭିସାକୁ ନେଇ ଅଶାନ୍ତି ଉପୁଜିଛି । ପାକିସ୍ତାନ ସହ…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି; ବୁଲା କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ କ୍ଷତିପୂରଣ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅନେକ ସହରରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧିପାଉଥିବାରୁ ଆଜି ସୁପ୍ରିମକୋର୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଖଣ୍ଡପୀଠ କୁକୁର କାମୁଡ଼ାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ ଯଦି କୌଣସି ଶିଶୁ କିମ୍ବା ବୃଦ୍ଧ ବ୍ୟକ୍ତି ବୁଲା…