ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୨ କୁଖ୍ୟାତ ଅପରାଧୀଙ୍କୁ ଅଟକ ରଖିଲା ପୋଲିସ
ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାକୁ ସପ୍ତାହେ ପୁରିଥିଲେ ବି ପୋଲିସ ହାତ ଖାଲି ରହିଛି । ଏହା ଭିତରେ ଆଉ ୨ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଏମାନଙ୍କ ନାମରେ ପୂର୍ବରୁ ହତ୍ୟା ମାମଲା ରହିଥିବାବେଳେ, କୁଖ୍ୟାତ ଅପରାଧୀ ବୋଲି କୁହାଯାଉଛି । ଉଭୟଙ୍କ…