ଖୋର୍ଦ୍ଧା: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟା
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଗୋପାଳପୁର ପଞ୍ଚାୟତର ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ନୂଆସାହିରେ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି ଅନ୍ୟ ଜଣେ ଯୁବକ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ମିଳିଥିବା ସୂଚନାନୁଯାୟୀ ଉକ୍ତ ଗ୍ରାମର ଚିନ୍ମୟ ସାହୁ ନାମକ…