ସର୍ବାଧିକ ଆୟକାରୀ ଓଡ଼ିଆ ଫିଲ୍ମ ତାଲିକାରେ ସାମିଲ ହେଲା ‘ଚାରିଧାମ’
ଭୁବନେଶ୍ବର: ଫିଲ୍ମ ହଲରେ ଧମାଲ କରୁଛି ଓଡ଼ିଆ ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ 'ଚାରିଧାମ' ଫିଲ୍ମ । ରିଲିଜ ହେବାର ଦୁଇ ସପ୍ତାହ ମଧ୍ୟରେ ୧୦ କୋଟି ପାଖାପାଖି ଇନକମ କରିସାରିଛି ଫିଲ୍ମଟି । ଯାହା ସର୍ବାଧିକ ଇନକମ କରିଥିବା ଫିଲ୍ମ ଭିତରେ ସ୍ଥାନ ପାଇଛି ଚାରିଧାମ ।
ଫିଲ୍ମକୁ ନେଇ ଲୋକଙ୍କ…