Latest Odisha News

BREAKING NEWS

କ୍ରେଡିଟ୍ କାର୍ଡଧାରୀଙ୍କୁ ଆଶ୍ୱସ୍ତି, ମିଳିବ ଅତିରିକ୍ତ ୩ ଦିନ

ନୂଆଦିଲ୍ଲୀ: ଆଜିକାଲି କ୍ରେଡିଟ୍ କାର୍ଡ ବ୍ୟବହାର କେବଳ ବଡ଼ ସହର ନୁହେଁ ବରଂ ଛୋଟ ସହରରେ ମଧ୍ୟ ଏକ ନିତିଦିନିଆ ଆବଶ୍ୟକତା ପାଲଟିଛି। ଆମେ ପ୍ରାୟତଃ ସପିଂ କିମ୍ବା ବିଦ୍ୟୁତ୍ ଓ ପାଣି ଭଳି ବିଲ୍ ପାଇଁ ସହଜରେ କ୍ରେଡିଟ୍ କାର୍ଡ ବ୍ୟବହାର କରୁ। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ଆମେ ପ୍ରାୟତଃ…

କଲରାପତରିଆ ବାଘ ଚମଡା ଡିଲ ବେଳେ ମାଡି ବସିଲା ବନ ବିଭାଗ , ଦୁଇ ଗିରଫ

ବୌଦ୍ଧ: ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ କରଞ୍ଜକଟା ଗାଁ ନିକଟରେ କଲରାପତାରିଆ ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ଚଢ଼ାଉ ପରେ ବନ ବିଭାଗ ଗୋଟିଏ କଲରାପତରିଆ ବାଘ ଚମଡା ସହ ଗୋଟିଏ ବାଇକ, ଦୁଇଟି ମୋବାଇଲ ଜବତ ସହିତ ଦୁଇ ଶିକାରୀକୁ କାବୁ…

ମେ ମାସ ସୁଦ୍ଧା ଆରମ୍ଭ ହେବ “ସ୍ୱୟଂଚାଳିତ ଅପିଲ” ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଅଧିକାର ଆଇନକୁ ସୁଦୃଢ କରିବା ଏବଂ ସରକାରୀ ସେବାଗୁଡ଼ିକୁ ସମୟସୀମା ମଧ୍ୟରେ ପ୍ରଦାନ କରିବା ପାଇଁ ମେ ୨୦୨୬ ସୁଦ୍ଧା “ସ୍ୱୟଂଚାଳିତ ଅପିଲ ପ୍ରଣାଳୀ” କାର୍ଯ୍ୟକାରୀ କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ଓଡ଼ିଶା ଲୋକସେବା ଅଧିକାର ଆଇନ ସମ୍ବନ୍ଧୀୟ ୩୨ଟି…

Jitu Munda: ଜିତୁ ମୁଣ୍ଡାଙ୍କୁ ମିଳିଲା ସବୁ ସରକାରୀ ସହାୟତା

କେନ୍ଦୁଝର:ଜିତୁ ମୁଣ୍ଡା ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ ହୋଇଯାଇଛି। ଏପଟେ ଜିତୁ ମୁଣ୍ଡାଙ୍କୁ ମିଳିବ ସବୁ…

କରିସ୍ମା କପୁରଙ୍କୁ ଆଶ୍ୱସ୍ତି, ସଞ୍ଜୟଙ୍କ ସମ୍ପତ୍ତି ଫ୍ରିଜ୍ କଲେ କୋର୍ଟ

ନୂଆଦିଲ୍ଲୀ: ଵୀଜନେସମ୍ୟାନ ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ ତାଙ୍କ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ଏବେ ଆଇନଗତ ମୋଡ଼ ନେଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ସମ୍ପତ୍ତିକୁ ବର୍ତ୍ତମାନ ପାଇଁ ଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବାଦର ସମାଧାନ ନହେବା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ

ବାଲେଶ୍ୱର:ଏକ ଦୁର୍ନୀତି ମାମଲାରେ ବାଲେଶ୍ୱର ଜିଲ୍ଲାର ନୀଳଗିରିର ଜଣେ ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦୋଷୀ ସାବ୍ୟସ୍ତ । ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ…

ରାଜ୍ୟରେ କାଳବୈଶାଖୀ ବର୍ଷା; ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇ) ଗୁରୁବାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଏପ୍ରିଲ ୩୦ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି…

ଦିନିକିଆରେ ପନ୍ତଙ୍କ ସ୍ଥାନ ନେଇ ପାରନ୍ତି ସଞ୍ଜୁ ସାମସନ

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତଙ୍କ ଉପରୁ ଧୀରେ ଧୀରେ ଚୟନ କମିଟି ଏବଂ ପ୍ରଶଂସକଙ୍କ ଭରୋଷା ଉଠିବାରେ ଲାଗିଛି । ଚଳିତ ଆଇପିଏଲରେ ପନ୍ତ ଲକ୍ଷ୍ନୌ ସୁପର ଜ୍ୟାଂଟସର ନେତୃତ୍ୱ ନେଉଛନ୍ତି । ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ପନ୍ତ ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରି…

UGC NET:ୟୁଜିସି-ନେଟ୍ ପରୀକ୍ଷାରେ ପରିସଂଖ୍ୟାନ ଓ ବନବିଜ୍ଞାନ ସାମିଲ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷାର ବିଷୟ ତାଲିକାରେ ‘ପରିସଂଖ୍ୟାନ’ (Statistics) ଏବଂ ‘ବନ ବିଜ୍ଞାନ’ (Forestry) କୁ ନୂତନ ବିଷୟ ଭାବେ ଅନ୍ତର୍ଭୁକ୍ତ ହୋଇଛି । ଦୁଇଟି ବିଷୟରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁନ୍ ୨୦୨୬ ଅଧିବେଶନରୁ…

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ:ବିଜେଡି

ଭୁବନେଶ୍ୱର: ଆଜି ବିଜେବି କଲେଜ ପି୍ରନ୍ସିପାଲଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କୁ ଦୁର୍ବ୍ୟବହାରକୁ ନେଇ ଆଲୋଚନା ଚାଲୁଥିଲା ବେଳେ ହଠାତ ୩୦ରୁ ଅଧିକ ଦୁବୃର୍ତ୍ତ ଚାମ୍ବରରେ ପଶି ମରଣାତ୍ମକ ଆକ୍ରମଣ କରିଥିଲେ । ଯାହାକୁ ବିଜୁ ଛାତ୍ର ଜନତା ଦଳ କଡା ନିନ୍ଦା କରିଛି । ଏହା ମହାବିଦ୍ୟାଳୟର ଶୈକ୍ଷିକ…