Latest Odisha News

BREAKING NEWS

ଆଇପିଏଲ ୨୦୨୬: ଅଭ୍ୟାସ ସେଶନ ନେଇ ଗାଇଡଲାଇନ ଜାରୀ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ । ବିସିସିଆଇ ଏ ନେଇ କେତେକ ଗାଇଡଲାଇନ ଜାରୀ କରିଛି । ଗୋଟିଏ ନିର୍ଦ୍ଦିଷ୍ଟ ପିଚରେ ୨ଟି ଯାକ ଟିମ ଅଭ୍ୟାସ କରିପାରିବେ ନାହିଁ । କୌଣସି ଟିମ ଯଦି ଶୀଘ୍ର ଅଭ୍ୟାସ ସେଶନ ସାରିଥାଏ ତେବେ ମଧ୍ୟ ସେଠାରେ ଅନ୍ୟ ଟିମକୁ ଅନୁମତି…

Bomb Threat: ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ, ପୋଲିସ ଯାଞ୍ଚ ପରେ…

ଭୁବନେଶ୍ବର: ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଇ-ମେଲ୍ ଆସିବାରେ ଲାଗିଛି । ତିନି ଦିନ ତଳେ ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ ମିଳିଥିବାବେଳେ, ଆଜି ପୁଣି ଥରେ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିଛି । ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ…

ଟିମ ଇଣ୍ଡିଆ ଏକକାଳୀନ ଖେଳିବ ୨ଟି ସିରିଜ, ଚୟନ ହେବେ ୩୦ ଖେଳାଳି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏକକାଳୀନ ୨ଟି ସିରିଜ ପାଇଁ ଖେଳାଳି ଚୟନ କରିବା ନିମନ୍ତେ ଯୋଜନା କରୁଛି । ଯଦି ଏହା ହୁଏ ତେବେ ୩୦ଜଣ ଖେଳାଳିଙ୍କୁ ବଛାଯିବ । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଓ ଏସିଆନ ଗେମ୍ସ ପ୍ରାୟତଃ ସମାନ ସମୟରେ ହେବା ସମ୍ଭାବନା ରହିଛି । ଜାପାନରେ ହେବାକୁ…

Ganja Seized: ୧୧୧ କେଜିର ଗଞ୍ଜେଇ ଜବତ, ୫ ଜଣ ଗିରଫ

ବ୍ରହ୍ମପୁର: ରାଜ୍ୟରେ ଥମିବାର ନାଁ ଧରୁନି ଗଞ୍ଜେଇ ଚୋରା ଚାଲାଣ । ପୋଲିସ ଓ ଅବକାରୀ ବିଭାଗ ଡାଳେ ଡାଳେ ଗଲେ ଗଞ୍ଜେଇ ଚୋରା ଚାଲାଣକାରୀ ପତ୍ରେ ପତ୍ରେ ଯାଉଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ସମୟରେ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଧରିବାରେ ସପଳ ହେଉଛନ୍ତି ଅବକାରୀ ବିଭାଗ । ହେଲେ…

ଏବେ କେମିତି ଅଛନ୍ତି ରାମାୟଣର କୈକେୟୀ ?

ମୁମ୍ବାଇ: ୮୦ ଦଶକର ସେହି ସମୟ ମନେ ପକାନ୍ତୁ, ଯେତେବେଳେ ରାମାନନ୍ଦ ସାଗରଙ୍କ 'ରାମାୟଣ' ପ୍ରସାରିତ ହେଲେ ରାସ୍ତାଘାଟ ଶୂନଶାନ ହୋଇଯାଉଥିଲା । ରାମ, ସୀତା ଏବଂ ହନୁମାନଙ୍କ ସହ ସେହି ସମୟରେ ଜଣେ ଅଭିନେତ୍ରୀ ନିଜର ଶକ୍ତିଶାଳୀ ଅଭିନୟରେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ହେଉଛନ୍ତି ମାତା…

Qatar to Odisha: ମଧ୍ୟପ୍ରାଚ୍ୟରେ ଘୋମାଘୋଟ ଯୁଦ୍ଧ ଭିତରେ କତାରରୁ ଅଣାଗଲା ଓଡ଼ିଆ ଶ୍ରମିକଙ୍କ ମରଶରୀର

ଭୁବନେଶ୍ୱର: ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କତାର ଦେଶରେ ପ୍ରାଣ ହରେଇଥିବା ଓଡ଼ିଆ ଶ୍ରମିକ କୁନା ଖୁଣ୍ଟିଆଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ବାସିନ୍ଦା କୁନା ଖୁଣ୍ଟିଆ ଗତ ୪ ମାସ ତଳେ କତାର…

Odisha Politics: ରାଜ୍ୟସଭା ନିର୍ବାଚନକୁ ନେଇ ଏମିତି କହିଲେ ବିଜେଡି ବିଧାୟିକା ସୁବାସିନୀ

ଭୁବନେଶ୍ବର: ଗତକାଲି ସ୍ବାମୀ ରବୀନ୍ଦ୍ର ଜେନା ବିଜେପିରେ ମିଶିବା ପରେ ରାଜ୍ୟସଭା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ । ପ୍ରତିକ୍ରିୟାରେ କହିଲେ ମୋ ଭୋଟ କାହାକୁ ଦେବି ମୁଁ କାହିଁକି ଆପଣଙ୍କୁ ଜଣାଇବି । ବିଜେଡି ବିଧାୟିକା ସୁବାସିନୀ ଜେନା କହିଛନ୍ତି,…

IAS Reshuffles: ଆଇଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି…

ବିଶ୍ୱକପ ଖେଳିବା ଅପେକ୍ଷା ଜରୁରୀ ଥିଲା ବାପାଙ୍କ ପାଖରେ ରହିବା

ବେଙ୍ଗାଲୁର: ଟି୨୦ କ୍ରିକେଟରେ ଭଲ ପ୍ରଦର୍ଶନ କରି ଜୀତେଶ ଶର୍ମା ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ନ ଥିଲେ । ବିଶ୍ୱକପ ଆରମ୍ଭ ହେବା ଠିକ ପୂର୍ବରୁ ତାଙ୍କ ବାପା ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ । ଶେଷରେ ତାଙ୍କ ବଦଳରେ ଚୟନ କମିଟି ଈଶାନ କିଶାନଙ୍କୁ ସୁଯୋଗ ଦେଇଥିଲେ…

ବବିଜେଡି ଓ କଂଗ୍ରେସ ମେଣ୍ଟ କରିବା ଏକ ହତାଶାର ମେଣ୍ଟ: ଅନିଲ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ 'ବିବାହ' ବିଷୟରେ ଉଲ୍ଲେଖ କରି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନଲାଇନରେ ଏବେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ରାଜ୍ୟସଭା ପାଇଁ ଦୁଇ ଦଳ…