କଲେଜରେ ଆଡମିଶନ ଆଳରେ ଠକେଇ;ବନ୍ଧା ହେଲେ ସାଇବାର ଠକ
ଅତାବିରା:ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡମିଶନ ଆଳରେ ଠକେଇ କରୁଥିବା ଘଟଣାାରେ ଜଣେ ସାଇବର ଠକକୁ ଧରିଛି ପୋଲିସ । ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍ମିଶନ ଆଳରେ ଠକେଇ କରୁଥିବା ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ ପବିତ୍ର…