ଚାଲାଣ ଧମକ ଦେଇ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିଲେ ଟ୍ରାଫିକ୍ ୱାର୍ଡେନ, ଏମିତି ହଟହଟା କଲେ ଯାତ୍ରୀ….
ମୁମ୍ବାଇ: ଚାଲାଣ ଧମକ ଦେଇ ଦାଦାଗିରି ଦେଖାଉଥିଲେ ଟ୍ରାଫିକ୍ ଓ୍ବାର୍ଡେନ୍ । ଏମିତି ଯାତ୍ରୀ ହଟହଟା କଲେ ଯେ ସବୁଦିନ ପାଇଁ ମନେରଖିବେ । ପୁନେ ଏକ୍ସପ୍ରେସୱେରେ ଟ୍ରାଫିକ୍ ୱାର୍ଡେନ ଚାଲାନ ଧମକ ଦେଇ ଜୋରଜବରଦସ୍ତ ଟଙ୍କା ଆଦାୟ କରିବା ପରେ, ଏହି ଘଟଣାର ପୀଡିତମାନେ ଟ୍ରାଫିକ୍ ୱାର୍ଡେନଙ୍କୁ…