ସ୍ତ୍ରୀ ସୁନିତା ଆଣିଲେ ପରକୀୟା ପ୍ରିତି ଅଭିଯୋଗ, ମୁହଁ ଖୋଲିଲେ ବଲିଉଡ ଅଭିନେତା ଗୋବିନ୍ଦା
ମୁମ୍ବାଇ: ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜା ବହୁତ ଦିନ ଧରି ଖବରର ଶିରୋନାମାରେ ଅଛନ୍ତି। ସମ୍ପ୍ରତି ସୁନୀତାଙ୍କ କିଛି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ଯାହା ଗୋବିନ୍ଦାଙ୍କ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଗୁଜବକୁ ଆହୁରି ପ୍ରୋତ୍ସାହିତ କରିଛି। ଯଦିଓ ଗୋବିନ୍ଦା କିଛି…