କଫ୍ ସିରପ ମୃତ୍ୟୁ ମାମଲା; ଚାଲିଗଲା ଆଉ ଦୁଇ ଶିଶୁଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାରା ଜିଲ୍ଲାରେ କଫ ସିରପ ଜନିତ ମୃତ୍ୟୁ ସଂଖ୍ୟାରେ ୧୬କୁ ବୃଦ୍ଧି ପାଇଛି। ମଙ୍ଗଳବାର ଚିକିତ୍ସିତ ହେଉଥିବା ଦୁଇଜଣ ପିଲାଙ୍କ କିଡନୀ ଫେଲ ହୋଇଯିବା ଯୋଗୁଁ ମୃତ୍ୟୁବରଣ କରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଧିରେନ୍ଦ୍ର…