Latest Odisha News

BREAKING NEWS

ମାସେ ମଧ୍ୟରେ ଡାକ୍ତରମାନଙ୍କ ଦାବି ସରକାର ପୂରଣ ନକଲେ ସମୂହ ଇସ୍ତଫା ଦେବେ : ଓମସା

ଭୁବନେଶ୍ବର:ଓମସା ପକ୍ଷରୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ସହିତ କ୍ୟାଡର ପୁର୍ନଗଠନ, ସ୍ବଚ୍ଛ ବଦଳି ନୀତି ଭଳି ବିଭିନ୍ନ ଦଫା ଦାବି ନେଇ ପୂର୍ବରୂ ବାରମ୍ବାର ଆନ୍ଦୋଳନ କରାଯାଇ ଆସୁଥିଲା। ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪…

Heatstroke:ଦୁଇ ଜଣଙ୍କ ଅଂଶୁଘାତ ମୁତ୍ୟୁ ଅଭିଯୋଗ

ଭୁବନେଶ୍ବର:ରବିବାର ଝାରସୁଗୁଡାରେ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେଠାରେ ତାପମାତ୍ରା ୪୪.୮ ଡିଗ୍ରୀ ଛୁଇଁଛି। ଏପଟେ ଆଜି ସୁନ୍ଦରଗଡ଼ରେ ଦିନର ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି ରହିଥିଲା। ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡରେ ଦୁଇ ଜଣଙ୍କ ଅଂଶୁଘାତ ରେ ମୃତ୍ୟୁ…

ବନ୍ଧୁକ ମୁନରେ ଦାଦାବଟି ଆଦାୟ … ୪ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ

ବାଲେଶ୍ବର :ବାଲେଶ୍ୱରରେ ବନ୍ଧୁକ ମୁନରେ ଦାଦାବଟି ଆଦାୟ ମାମଲା । ଦୀର୍ଘଦିନ ଧରି ସଦର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଦାଦାବଟି ଆଦାୟ କରୁଥିଲେ ୪ ଦୁର୍ଦ୍ଦାନ୍ତ ଅପରାଧି । ସଦର ଥାନା ଓ ଗୁଡଦା ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ ଗୋଟିଏ ପିସ୍ତଲ, ଗୋଟିଏ…

ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର୍ସ ମିଟ: ଓଡିଶାର ୭ଜଣ ମୂଖ୍ୟ ଡ୍ରକୁ ଉନ୍ନୀତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର୍ସ ମିଟରେ ଓଡିଶାର ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଓଡିଶାର ୭ଜଣ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି । ଓଡିଶା ଟେନିସ ଆସୋସିଏଶନ ଓ କ୍ରୀଡା ଯୁବ ବିଭାଗ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ଭାରତର ୧୬୦…

Mali’s defense minister:ଆତଙ୍କବାଦୀ ଆକ୍ରମଣରେ ପ୍ରତିରକ୍ଷା ମନ୍ତ୍ରୀ ସାଡିଓଙ୍କ ମୃତ୍ୟୁ;ବୋମା ବିସ୍ଫୋରଣରେ…

ନୂଆଦିଲ୍ଲୀ:ମାଲିରେ ଏକ ବଡ଼ ଆକ୍ରମଣ ହୋଇଛି । ଅଲ-କାଏଦା ସହ ଜଡିତ ଆତଙ୍କବାଦୀ ସଂଗଠନ ଏବଂ ତୁଆରେଗ ବିଦ୍ରୋହୀମାନେ ଦେଶର ଅନେକ ସ୍ଥାନରେ ଏକକାଳୀନ ଆକ୍ରମଣ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସାଡିଓ କାମାରା ପ୍ରାଣ ହରେଇଛନ୍ତି । ପରିବାର ସଦସ୍ୟ ଏବଂ ଜଣେ…

ଅଟକି ଯିବ ମଣିଷର ବୟସ, ଦାବି କଲେ ଋଷ ବୈଜ୍ଞାନିକ…

ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଅକାଳ ବୃଦ୍ଧାବସ୍ଥାକୁ ରୋକିବା ଏବଂ ଦୀର୍ଘ ଜୀବନ ବଞ୍ଚିବାକୁ ଚାହାଁନ୍ତି। ଏବେ ବୈଜ୍ଞାନିକମାନେ ଖୁବ୍ ଶୀଘ୍ର ଏହି ଉଦ୍ଦେଶ୍ୟରେ ଏକ ଔଷଧ ବିକଶିତ କରିପାରନ୍ତି। ଋଷ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଜିନ୍ ଥେରାପି ଔଷଧ ବିକଶିତ କରୁଛନ୍ତି, ଯାହା…

ଆସୁଛି ତାଲ୍ ୨; ନଜର ଆସିବେନି ଐଶ୍ୱର୍ଯ୍ୟା ରାୟ ଓ ଅକ୍ଷୟ ଖନ୍ନା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରେ କିଛି ସିକ୍ୱେଲକୁ ଫ୍ୟାନ୍ସ ଉତ୍ସାହ  ସହିତ ଅପେକ୍ଷା କରିଛନ୍ତି। ଯେଉଁଥିରେ ୧୯୯୯ ମସିହାର ଚଳଚ୍ଚିତ୍ର "ତାଲ୍" ମଧ୍ୟ ଅନ୍ତର୍ଭୁକ୍ତ। ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ଏବଂ ଅକ୍ଷୟ ଖନ୍ନା ପ୍ରମୁଖ ଯୋଡ଼ି ଅଭିନୟ…

ପ୍ରବଳ ଗ୍ରୀଷ୍ମ ପ୍ରବାହ; ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର: ଏପ୍ରିଲ ୨୭ ତାରିଖ ଅର୍ଥାତ୍ ସୋମବାରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏହି ଦିନ ଭୁବନେଶ୍ୱର ୟୁନିଟ-୨, ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ…

ଅଦିନରେ ରଥଯାତ୍ରା ଆୟୋଜନ କଲା ଇସ୍କନ, ମହାପ୍ରଭୁଙ୍କୁ ମିନି ଟ୍ରକରେ ବସାଇ ବୁଲାଇଲା

ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଚିଠି ଲେଖିବା ସତ୍ତ୍ବେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ । ଗତ ଏପ୍ରିଲ ୧୧ ତାରିଖରେ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା ଇସ୍କନ । ଟେକ୍ସାସ୍ ଓ ବ୍ରିସବେନ୍ର ମଧ୍ୟ ରଥଯାତ୍ରା କରିଛି । ଯାହାକି କୋଟି କୋଟି…

ଖଳନାୟକ ସୀକ୍ୱେଲ ପରେ ଆସିବ ବାସ୍ତବ ୨

ମୁମ୍ବାଇ: ସଞ୍ଜୟ ଦତ ଏବେ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଛନ୍ତି । ନିକଟରେ ସଞ୍ଜୟ ତାଙ୍କ ଚର୍ଚ୍ଚିତ ଫିଲ୍ମ ଖଳନାୟକର ସୀକ୍ୱେଲରେ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତିି । ଖଳନାୟକ ରିଲିଜ ହେବାର ୩୩ ବର୍ଷ ପରେ ଖଳନାୟକ ରିଟର୍ଣ୍ଣସରେ ସେ କାମ…