ଗୁଳିକାଣ୍ଡ ଏବଂ ହତ୍ୟା ଧମକ ପରେ ମଧ୍ୟ ପୋଲିସ ସହ ଯୋଗାଯୋଗ କଲେ ନାହିଁ କପିଲ, କିନ୍ତୁ କାହିଁକି?
ମୁମ୍ବାଇ: କମେଡିଆନ କପିଲ ଶର୍ମାଙ୍କ କାନାଡାସ୍ଥିତ କୈଫେରେ ଗୁଳିକାଣ୍ଡ ଘଟଣା ପରେ ତାଙ୍କୁ ହତ୍ୟା ଧମକ ମିଳିଥିଲା। ମୁମ୍ବାଇ ପୋଲିସ ଏବେ ଏହି ସମ୍ପର୍କରେ ତାଙ୍କ ସହିତ ଯୋଗାଯୋଗ କରିଛି। କିନ୍ତୁ, ସୂତ୍ର ଅନୁଯାୟୀ, କପିଲ ଶର୍ମା ଏପର୍ଯ୍ୟନ୍ତ ପୋଲିସକୁ କୌଣସି ସରକାରୀ ଅଭିଯୋଗ ଦେଇନାହାଁନ୍ତି।…